fbpx

ଅଧିକ ଓଜନ ଥିବା ଲୋକଙ୍କ ପାଖରେ ରହିଛି କରୋନା ମୃତ୍ୟୁର ୩ ଗୁଣା ବିପଦ: ରିପୋର୍ଟ

କରୋନା ମହାମାରୀରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସୁସ୍ଥ ଲୋକଙ୍କ ଅପେକ୍ଷା ଅଧିକ ଓଜନ ଥିବା ଲୋକଙ୍କର ମୃତ୍ୟୁ ସଂଖ୍ୟା ୩ ଗୁଣା ଅଧିକ ବୋଲି ବ୍ରିଟେନର ସରକାରୀ ଏଜେନ୍ସି ପବ୍ଲିକ ହେଲ୍ଥ ଇଂଲଣ୍ଡ ରିପୋର୍ଟରେ ପ୍ରକାଶ ପାଇଛି ।

କରୋନାରେ ପୀଡିତ ହେଉଥିବା ଅଧିକ ଓଜନର ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକତାଠାରୁ ୭ ଗୁଣା ଅଧିକ ଭେଣ୍ଟିଲେଟରର ଦରକାର ପଡେ । ଯଦି ଶରୀରରେ ମାଂସ ଇଣ୍ଡେକ୍ସ ୨୫ରୁ ଅଧିକ ରହେ, ତେବେ ଜାଣିବ ଯେ ଓଜନ ଅଧିକ ରହିଛି । ଏପରି ଲୋକଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟ ବଢିପାରେ । କିନ୍ତୁ ଯେଉଁମାନଙ୍କ ମାଂସ ଇଂଣ୍ଡେକ୍ସ ୩୦ରୁ ୩୫ ରହିଥାଏ, ସେମାନଙ୍କର ମୃତ୍ୟୁ ହେବାର ଆଶଙ୍କା ୪୦% ବଢିଯାଏ ।

Get real time updates directly on you device, subscribe now.