ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (ରବିବାର, ୨୩ ଅଗଷ୍ଟ ୨୦୨୦)

ମେଷ -ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…

ଖୁସି ଖବର: ରାଜ୍ୟରେ ଆଜି ୧୭୭୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୨ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ପାକିସ୍ତାନ ଜାରି କଲା ଆତଙ୍କୀ ତାଲିକା, ଜାଣନ୍ତୁ କିଏ କିଏ ଅଛନ୍ତି ସାମିଲ?

ଇସଲାମାବାଦ,୨୨ ।୮: ଆନ୍ତର୍ଜାତୀୟ ଆତଙ୍କବାଦ ବିତ୍ତପୋଷଣ ଉପରେ ମନିଟରିଂ ରଖୁଥିବା ସଙ୍ଗଠନ ଏଫଏଟିଏଫ କଟକଣାରୁ ବର୍ତ୍ତିବା ପାଇଁ ନୂଆ ଚାଲ ଆପଣେଇଛି ପାକିସ୍ତାନ । ଏନେଇ ପାକିସ୍ତାନ ୮୮ଟି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନର…

ଚୀନ୍ ସହ ତିକ୍ତତା ମଧ୍ୟରେ ଲଦାଖ ଯିବା ପାଇଁ ୩ୟ ରାସ୍ତା ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ,୨୨ ।୮: ଭାରତ ନିଜର ସୀମା ସହିତ ଭଲରେ ସଂଯୋଗ ରଖିବାକୁ ଲଦାଖ ଯିବା ପାଇଁ ତୃତୀୟ ରାସ୍ତା ନିର୍ମାଣ କରିଛି । ଚୀନ୍ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସହ ନିମ୍ମୁ-ପଡୁମ୍-ଡରଚା ବା ଏନପିଡି ରୋଡର ନିର୍ମାଣ ୨୦୨୫…

ଭୁବନେଶ୍ୱରରୁ ଆଜି ୨୯୫ ପଜିଟିଭ୍ ଚିହ୍ନଟ, ବିସ୍କୁଟ କାରଖାନାରୁ ୨୮

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୨୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…