ଲୋକେ ମାନିଲେନି କରୋନା କଟକଣା ,ରାସ୍ତାରେ ପାଚିରୀ ନିର୍ମାଣ କଲା ପ୍ରଶାସନ
ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): କରୋନା ପାଇଁ ସାରା ଦେଶରେ ଲକ ଡାଉନ । ଅତି ଜରୁରୀ ନହେଲେ ଘରୁ ଗୋଡ କାଢ଼ିବାକୁ ମନା । କିନ୍ତୁ କିଛି ଲୋକ ଜାଣିଶୁଣି ଲକଡାଉନର ଉଲଂଘନ କରୁଛନ୍ତି । ରାଜ୍ୟ ତଥା ଜିଲ୍ଲା ବର୍ଡର ସିଲ…