ରୋଷେୟା ହେବା ପାଇଁ ସ୍ବପ୍ନ ଦେଖୁଥିଲେ ସାଉଥ୍ ଷ୍ଟାର୍ ଧନୁଷ, ହେଲେ ଭାଗ୍ୟ ଦେଇ ନ ଥିଲା ସାଥ୍
ହାଇଦ୍ରାବାଦ: ଧନୁଷ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସେ ଭବିଷ୍ୟତରେ ଜଣେ ରୋଷେୟା ହେବାକୁ ଚାହୁଁଥିଲେ। ଆସନ୍ତୁ ଜାଣିବା 'କୁବେର' ଫିଲ୍ମର ଅଭିନେତା…