ଆଜିଠୁ ଏହି 3 ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ! କନ୍ୟା ରାଶିକୁ ମଙ୍ଗଳ ଗୋଚର କରିବା ଦ୍ବାରା ହୋଇପାରେ ଚାକିରିରେ ସମସ୍ୟା
ନୂଆଦିଲ୍ଲୀ: ଆଜି ଶ୍ରାବଣ ମାସର ତୃତୀୟ ସୋମବାରରେ ମଙ୍ଗଳ କନ୍ୟା ରାଶିରେ ଗୋଚର କରିବେ । ମଙ୍ଗଳ କନ୍ୟା ରାଶିରେ ଆସିବା କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିପାରେ ।
ଗ୍ରହମାନଙ୍କର ସେନାପତି…