ଆଜି ବାଲେଶ୍ବର ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ଦେଖିବେ ବନ୍ୟା ସ୍ଥିତି

ବାଲେଶ୍ବର: ଆଜି ବାଲେଶ୍ବର ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ । ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ପ୍ରଭାତୀ ପରିଡ଼ା । ବନ୍ୟା ପରିସ୍ଥିତିର ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ । ଭୋଗରାଇ ଓ ବାଲିଆପାଳ…

ଅଲ-କାଏଦା ସମର୍ଥିତ ଆତଙ୍କୀ ଗୋଷ୍ଠୀ ଆକ୍ରମଣରେ ୩ ଭାରତୀୟଙ୍କୁ ଅପହରଣ, ଉଦ୍ଧାର ପାଇଁ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଦେଶ ମାଲିରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଥିବା ଘଟଣା ପ୍ରତି ଭାରତ ସରକାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଅପହରଣ…

ପୁଣି ରାଜଧାନୀରେ ଲଜ୍ଜା, ଘର ପାଖରେ ରହୁଥିବା ୨ ବର୍ଷର ଝିଅକୁ ଝୁଣି ଖାଇଗଲା ପିଶାଚ ପଡ଼ୋଶୀ

ନୂଆଦିଲ୍ଲୀ: ପୁଣି ରାଜଧାନୀରେ ଲଜ୍ଜା। ଜଣେ ୨ ବର୍ଷର ନିବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଘରେ ମାଆ ନଥିବା ବେଳେ ନିରିହ ଝିଅଟିକୁ ତାଙ୍କର ଜଣେ ପଡ଼ୋଶୀ ଦୁଷ୍କର୍ମ କରିଥିବା ଥାନାରେ ମାମଲା ହୋଇଛି। ଘଟଣାଟି…

୨୧ରୁ ସଂସଦର ମୌସୁମୀ ଅଧିବେଶନ, ସରକାରଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୨ା୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏକ ସରକାରୀ ବିଜ୍ଞପ୍ତିରେ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ…

ମୃତ ବାପାଙ୍କୁ ଏମିତି ସ୍ୱତନ୍ତ୍ର ଢଙ୍ଗରେ ପୁଅମାନେ ଦେଲେ ଅନ୍ତିମ ବିଦାୟ: ହେଲିକପ୍ଟର ଉପରୁ ଖସିଲା ବିଡ଼ାବିଡ଼ା ଟଙ୍କା, କାରଣ ଜାଣିଲେ…

ସାଧାରଣତଃ ଭାରତୀୟମାନେ ବୃଦ୍ଧବୃଦ୍ଧାମାନଙ୍କୁ ଶେଷ ବିଦାୟକୁ ବହୁତ ସମ୍ମାନର ସହିତ ପାଳନ କରିବାର ପରମ୍ପରା ରହିଛି, କିନ୍ତୁ ଆମେରିକାରେ ଏକ ଅଜବ ଢଙ୍ଗରେ ପୁଅମାନେ ତାଙ୍କ ମୃତ ବାପାଙ୍କୁ ଶେଷ ବିଦାୟ ଜଣାଇଛନ୍ତି।…

କିଙ୍ଗ୍ କୋବ୍ରା ସହ ହିରୋଗିରି ଦେଖାଉଥିଲେ ଯୁବକ, ସିଧାସଳଖ ଆଖିରେ ଓଗାଳିଲା ବିଷ, ଦେଖନ୍ତୁ ଭିଡିଓ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସେଥିମଧ୍ୟରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି । ଯାହା ଦେଖିବା ପରେ ଲୋକେ ଭିନ୍ନଭିନ୍ନ…

ପିଏମ ନରେନ୍ଦ୍ର ମୋଦୀଙ୍କ କାର୍‌ର ବାକି ଅଛି କି ତିନୋଟି ଚାଲାଣ? ଚର୍ଚ୍ଚାରେ ଏହି ସୋସିଆଲ ମିଡିଆ ପୋଷ୍ଟ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରର ତିନୋଟି ଚାଲାଣ ବାଲି ଅଛି। ଆର୍ଯ୍ୟାନ ସିଂହ (X-@iamAryan_17) ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଏକ୍ସରେ ଏହି ଦାବି କରିଛନ୍ତି। ସେ ନିଜ ପୋଷ୍ଟରେ…

ରକ୍ତ ନଦୀ ବୁହାଇବାକୁ ଧମକ ଦେଇଥିବା ବିଲାୱଲ ଭୁଟ୍ଟୋଙ୍କ ସ୍ୱର ନରମିଲା, ହାତଯୋଡ଼ି ଭାରତକୁ କହିଲେ…

ଇସଲାମାବାଦ,୨ା୭: ଭାରତ ବିରୋଧରେ ବିଷ ଓଗାଳିଥିବା ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ତାଙ୍କ ସ୍ୱରକୁ ନରମ କରିଛନ୍ତି। ବୁଧବାର ବିଲାୱଲ ଭାରତକୁ ଆତଙ୍କବାଦ ବିରୋଧରେ ଲଢ଼େଇରେ ସାମିଲ…

୨୪ ଘଣ୍ଟାରେ ଥାଇଲାଣ୍ଡକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ, ଫୋନ୍ କଲ୍ ଲିକ୍ ପାଇଁ କାଲି ପଦ ହରାଇଥିଲେ…

ବ୍ୟାଙ୍କକ୍,୨ା୭: ଲିକ୍ ହୋଇଥିବା ଏକ କଲ୍ ଯୋଗୁ ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କୁ ମଙ୍ଗଳବାର ନିଲମ୍ବିତ କରାଯିବା ପରେ ଥାଇଲାଣ୍ଡର ରାଜନୀତି ଏକ ଭିନ୍ନ ମୋଡ଼ ନେଇଥିଲା। ତାଙ୍କ ସ୍ଥାନରେ…

ନିଶା ଔଷଧ ଦେଉଥିଲେ, ପରେ ନାବାଳକ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ ୪୦ ବର୍ଷର ମହିଳା ଟିଚର

ନୂଆଦିଲ୍ଲୀ: ମୁମ୍ବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଠାରେ ଜଣେ ୪୦ ବର୍ଷୀୟ ଶିକ୍ଷୟିତ୍ରୀ ଜଣେ ୧୬ ବର୍ଷୀୟ ନାବାଳକ ଛାତ୍ରକୁ ଏନଜାଇଟି ଔଷଧ ଦେଇ ତା’…