ଜିଭ ଟିକେ ଦେଖାଅ…ସ୍ବାମୀକୁ ମିଠା କଥା କହି ଜିଭକୁ ଖଣ୍ଡ କରି ଖାଇଦେଲା ସ୍ତ୍ରୀ, ରକ୍ତ ବି ଛାଡିଲାନି ସବୁ ଚାଟିଦେଲା
ନୂଆଦିଲ୍ଲୀ: ବିହାରର ଗୟାରୁ ଏକ ଅଜବ ଏବଂ ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଜିଭ କାଟି ଦେଇଛନ୍ତି । ଯେତେବେଳେ ସ୍ୱାମୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ, ସେ ସମସ୍ତ ରକ୍ତ…