ବ୍ୟାଙ୍କଗୁଡ଼ିକ ସମ୍ବନ୍ଧରେ ବଡ଼ ଖବର: ମିନିମମ୍ ବ୍ୟାଲେନ୍ସ ନେଇ ଆସିଲା ନୂଆ ଅପଡେଟ
ନୂଆଦିଲ୍ଲୀ : ଭାରତର ଅନେକ ପ୍ରମୁଖ ସରକାରୀ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ରାହତ ଘୋଷଣା କରିଛନ୍ତି। ଏବେ ସେଭିଙ୍ଗସ୍ ଆକାଉଣ୍ଟରେ ମିନିମମ୍ ବ୍ୟାଲେନ୍ସ (ସର୍ବନିମ୍ନ ଜମା ରାଶି) ରଖିବା ବାଧ୍ୟତାମୂଳକ ନୁହେଁ।…