୭ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା ; ୨୪ ଘଣ୍ଟାରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନ ସହ ଟ୍ୱିନ ସିଟିରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମଧ୍ୟ ପ୍ରବଳ ବର୍ଷା ହେବା ନେଇ…

ସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ଉପହାର! ପେନସନକୁ ନେଇ ବଡ଼ ଘୋଷଣା, ୨୩ ଲକ୍ଷ ଲୋକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନସନ ଯୋଜନା (Unified Pension Scheme - UPS) ଅଧୀନରେ ଜାତୀୟ ପେନସନ ପ୍ରଣାଳୀ (National Pension System - NPS) ସହ ସମାନ କର ଲାଭର ଘୋଷଣା…

ଅନଲାଇନ୍ ଦୋସ୍ତି ବାହାନାରେ ଯୁବକଙ୍କୁ କିଡନାପ୍

ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଧୁତା ବାହାନାରେ ଯୁବକଙ୍କୁ ଅପହରଣ। ଦୁଇମାସ ହେବ ହ୍ୱାଟ୍ସଆପରେ ବନ୍ଧୁତା କତା ହୋଇ ବନ୍ଧୁତା ସ୍ଥାପନ ହୋଇଥିଲା। ଆଉ ପରେ କିଡନାପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।…

ପାଳଛତୁ ଖାଇ ୫ ଆକ୍ରାନ୍ତ

ନବରଙ୍ଗପୁର: ପାଳଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ରାଇଘର ବ୍ଲକ ମାରଙ୍ଗପାଲି ଗାଁରେ। ଏହି ଗାଁର ଗୋଟିଏ ପରିବାରର ୫ ଜଣ ପାଳଛତୁ ଖାଇ ହଠାତ ଝାଡ଼ାବାନ୍ତିର ଶିକାର…

ଅଜବ କଥା, ଏକାଥରେ ୧୨ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ସାପ

ନରସିଂହପୁର: ଯେହେତୁ ଏବେ ବର୍ଷା ଋତୁ ଚାଲିଛି ସାପ ବେଙ୍ଗ ତ ବାହାରେ ବୁଲିବା ସ୍ୱଭାବିକ କଥା। ଏପରିକି ସାପ କାମୁଡ଼ା ଘଟଣା ମଧ୍ୟରେ ଦେଖିବାକୁ ମିଳୁଛି। ହେଲେ ଗୋଟିଏ ଗାଁରେ ଏକାଥରେ ୧୨ ଜଣଙ୍କୁ ସାପ କାମୁଡ଼ିବା କଥାଟି…

ହୁତୁହୁତୁ ହୋଇ ଜଳୁଛି ବିଶାଲ ମେଗାମାର୍ଟ

ନୂଆଦିଲ୍ଲୀ: ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି ବିଶାଲ ମେଗାମାର୍ଟ। ରାଜଧାନୀ ଦିଲ୍ଲୀର କାରୋଲବାଗରେ ଥିବା ବିଶାଲ ମେଗା ମାର୍ଟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ଅଗ୍ନିକାଣ୍ଡ…

ବ୍ୟାଟଲ ଅଫ ଗଲୱାନ: ସେନା ଚରିତ୍ରରେ ନଜର ଆସିଲେ ସଲମାନ ଖାନ, ସାମ୍ନାକୁ ଆସିଲା ପ୍ରଥମ ଦୃଶ୍ୟ

ନୂଆଦିଲ୍ଲୀ: ସିକନ୍ଦର ପରେ ସଲମାନ ଖାନଙ୍କ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ ନେଇ ଅନେକ ଭିଡିଓ ଓ ଫଟୋ ଦେଖି ପ୍ରଶଂସକମାନେ ଅନୁମାନ କରୁଥିବା ବେଳେ, ଏବେ ଏହି ସୁପରଷ୍ଟାର ନିଜେ ଏହାର ଜବାବ ଦେଇଛନ୍ତି। ସଲମାନ ଖାନ ତାଙ୍କ…

ଆସନ୍ତାକାଲି ଆସିପାରେ ଭୟଙ୍କର ପ୍ରଳୟ ! ଲୋକଙ୍କ ମଧ୍ୟରେ ଆତଙ୍କ

୫ ଜୁଲାଇ, ୨୦୨୫ ତାରିଖ ଯେତେ ପାଖେଇ ଆସୁଛି, ଲୋକଙ୍କ ହୃଦୟରେ ଆତଙ୍କ ମଧ୍ୟ ବଢ଼ୁଛି। ଏହାର କାରଣ ହେଉଛି ଜାପାନର ପ୍ରସିଦ୍ଧ ମାଙ୍ଗା କଳାକାର ତଥା ଭବିଷ୍ୟବକ୍ତା ରିୟୋ ତାତ୍ସୁକିଙ୍କ ଦଶନ୍ଧି ପୂର୍ବରୁ କରାଯାଇଥିବା ଏକ…

ଟ୍ରେନରେ ମହଙ୍ଗା ଖାଦ୍ୟ ବିକୁଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ରେଲୱେ ସ୍ଥିର କଲା ଭେଜ-ମିଲର ରେଟ୍, ସେୟାର କଲା ମେନୁ

ଭାରତରେ ପ୍ରତିଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ଦୀର୍ଘ ଦୂରତା ଯାତ୍ରା କରନ୍ତି। ଦୀର୍ଘ ଯାତ୍ରା ସମୟରେ ଖାଦ୍ୟ ଅତ୍ୟନ୍ତ ଜରୁରୀ। ଅନେକ ଯାତ୍ରୀ ଘରୁ ଖାଦ୍ୟ ନେଇ ନଯାଇ…

1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇ ଜବତ, କାରରେ ହେଉଥିଲା ଚାଲାଣ

କେନ୍ଦୁଝର: 1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇ ଜବତ। କେନ୍ଦୁଝରର NH 49 ବେଲଦା ଘାଟି ନିକଟରୁ ଏହା ଜବତ ହୋଇଥିବାବେଳେ 2ଜଣଙ୍କୁ ଗିରଫ କରିଛି ପୋଲିସ। କାରରେ ବୌଦ୍ଧରୁ କୋଲକାତା ଚାଲାଣ ବେଳେ ପୋଲିସ ହାତରେ ଏହା ଧରା…