ଗୁଟଖାରୁ ତିଆରି ପରଫ୍ୟୁମ! ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ଓଡିଶା ଭାସ୍କର: ଗୁଟଖାରୁ ତିଆରି ହେଲା ପରଫ୍ୟୁମ! ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ, କିନ୍ତୁ ଏହା ସତ। ଗୁଟଖା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି, ତଥାପି ମଧ୍ୟ ସମସ୍ତେ ଏହାକୁ…

ବିହାରରେ ସାନିଟାରୀ ପ୍ୟାଡ୍ ପ୍ୟାକେଟରେ ରାହୁଲ ଗାନ୍ଧୀଙ୍କ ଫଟୋ: ଆରମ୍ଭ ହେଲା ବିବାଦ

ପାଟନା: ବିହାରରେ ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ମହିଳାମାନଙ୍କୁ ଉଚିତ ମୂଲ୍ୟରେ ସାନିଟାରୀ ପ୍ୟାଡ୍ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପ୍ୟାକେଟଗୁଡିକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ…

ଏବେ ବୟସ ବଢ଼ିବା ହେବ ଧୀମା, କ୍ୟାନ୍ସର ବିରୁଦ୍ଧରେ ଲଢ଼ିବାରେ ମଧ୍ୟ ସଫଳ ହେବ ଏହି ୩ ପ୍ରୋଟିନ!

କ୍ୟାନ୍ସର ଏବଂ ବୟସ ବଢ଼ିବା ସହ ଜଡ଼ିତ ରୋଗର ଚିକିତ୍ସାରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଚିଲଡ୍ରେନ୍ସ ମେଡିକାଲ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ (CMRI)ର ବୈଜ୍ଞାନିକମାନେ ଏକ…

ପୁରୀରେ ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ: ପୁରୀ ସହରରେ ଶୀଘ୍ର ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏକ ପ୍ରେସମିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଗୋଟିଏ ପରିସରରେ ଜଗନ୍ନାଥ ମ୍ୟୁଜିୟମ ସହିତ…

ଅମରନାଥ ଗୁମ୍ଫା-ମୁସଲମାନଙ୍କ ମଧ୍ୟରେ ସମ୍ପର୍କ, ଜାଣନ୍ତୁ ପୁରା ଘଟଣା

ଓଡିଶା ଭାସ୍କର: ଜୁଲାଇ 3ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ହିନ୍ଦୁ ଧର୍ମରେ ଅମରନାଥ ଯାତ୍ରାର ବିଶେଷ ମହତ୍ତ୍ୱ ଅଛି ଏବଂ ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ବାବା ବର୍ଫାନୀଙ୍କ ଦର୍ଶନ ଏକ ସ୍ୱପ୍ନଠାରୁ କମ୍ ନୁହେଁ।…

ଆପଣଙ୍କର ବି ଏହି ଅଙ୍ଗରେ ତିଳ ଚିହ୍ନ ଅଛି କି? ତେବେ କେବେ କମ୍ ହେବନି ଟଙ୍କା ପଇସା

ଓଡ଼ିଶାଭାସ୍କର: ପ୍ରତ୍ୟେକ ଲୋକଙ୍କ ଦେହରେ କୋଉଠି ନା କୋଉଠି ତିଳ ଚିହ୍ନ ନିଶ୍ଚିତ ଭାବରେ ଥିବ। ବିଜ୍ଞାନ ମତରେ ଏହା ଏକ ଖରାପ କୋଷ। କିନ୍ତୁ ହିନ୍ଦୁ ଧର୍ମରେ ଏହାର ଶୁଭ ଏବଂ ଅଶୁଭ ଫଳାଫଳ ବ୍ୟାଖ୍ୟା କରାଯାଏ।…

ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ: ରେଲୱେର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ,ଉଦୟପୁର ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସର ଇଞ୍ଜିନରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ…

ହଠାତ୍ ପରିବା ବଜାରରେ ଲାଗିଲା ନିଆଁ, ୮୦ ଟଙ୍କା ଉପରେ ସବୁ ପନିପରିବା

ଭୁବନେଶ୍ୱର: କଟକରୁ କ୍ୟାପିଟାଲ, ବାଲେଶ୍ୱରରୁ ରାଉରକେଲା। ସହରର ସବୁ ହାଟରେ ପରିବା ମିଳୁଛି ୮୦ ଟଙ୍କାରେ। ହଠାତ୍ ପରିବା ବଜାରରେ ଲାଗିଲା ନିଆଁ। ହୁ ହୁ ହୋଇ ବଢ଼ିଗଲା ପରିବା ଦର। ଯାହାକୁ ନେଇ ଚିନ୍ତାରେ ପଡିଲେଣି…

Viral Video:: ଝରଣା ପାଖରେ ମଜା ନେଉଥିବା ଲୋକଙ୍କ ସାମ୍ନାରେ ପ୍ରକୃତି ଦେଖାଇଲା ରୌଦ୍ର ରୂପ, ୫ ସେକେଣ୍ଡରେ ବଦଳିଗଲା ଦୃଶ୍ୟ

ପ୍ରକୃତି ସହ ଖେଳ କରିବା କେବେ ବି ଭଲ ନୁହେଁ, କାରଣ ଏହା ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ ହୋଇପାରେ। କିନ୍ତୁ ଅନେକ ଲୋକ ଏହାକୁ ବୁଝିପାରନ୍ତି ନାହିଁ ଓ ପ୍ରକୃତି ସହ ଖେଳ ଆରମ୍ଭ କରିଦିଅନ୍ତି, ଯାହାର ପରିଣାମ…

3 ବର୍ଷ କାଳ ଛାତ୍ରୀଙ୍କୁ ବନ୍ଦୀ କରି ବଳାତ୍କାର, ଗର୍ଭବତୀ ହେବାରୁ ଗର୍ଭପାତ ପାଇଁ ବାଧ୍ୟ

ଉତ୍ତରପ୍ରଦେଶ: ଛାତ୍ରୀଙ୍କୁ ବାରମ୍ବାର ମାଡ଼ ମାରି ଦୁଷ୍କର୍ମ କରୁଥିଲେ ମୌଲାନା, ସେ ପୁଣି ତାଙ୍କ ସ୍ତ୍ରୀଙ୍କ ସହଯୋଗରେ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଠରେ। ଛାତ୍ରୀ ଜଣଙ୍କ…