Breaking News ଖୁସିରେ ବୁଲିବାକୁ ଯାଉଥିଲେ Bali; ବୁଡ଼ିଗଲା ଜାହାଜ, 61 ଜଣ ନିଖୋଜ Seema Mohapatra Jul 3, 2025 ଇଣ୍ଡୋନେସିଆ: ବାଲିରେ ନୌକା ବୁଡ଼ି 61 ନିଖୋଜ । ବର୍ତ୍ତମାନ ସୁଦ୍ଧା 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ନୌକାରେ ମୋଟ 53 ଯାତ୍ରୀଙ୍କ ସମେତ 65 ଜଣ ଥିଲେ । ଛୁଟି କାଟିବାକୁ ଲୋକ ଯାଉଥିବା ବେଳେ…
Breaking News ଚୀନ୍ ସହ ଯୁଦ୍ଧ ହେଲେ ଆମେରିକା କେତେ ପ୍ରସ୍ତୁତ? ‘ମେଡ୍ ଇନ୍ ଚାଇନା’ ଉପକରଣରେ ନିର୍ଭରଶୀଳ ଆମେରିକୀୟ ସେନା Odisha Bhaskar Office Jul 3, 2025 ଓ୍ଵାଶିଂଟନ: ଚୀନ୍ ସହ ଯୁଦ୍ଧ ହେଲେ ଆମେରିକାର ସାମରିକ ପ୍ରସ୍ତୁତିକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ଉଦ୍ୟୋଗ ଚୀନ୍ରୁ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ଉପକରଣ ଓ ଖଣିଜ ପଦାର୍ଥ ଉପରେ…
Breaking News ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଚୟନକୁ ନେଇ ସୌରଭ ଗାଙ୍ଗୁଲୀଙ୍କ ପ୍ରଶ୍ନ, ଗମ୍ଭୀରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ Odisha Bhaskar Office Jul 3, 2025 ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳର ଚୟନକୁ ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ବାର୍ମିଂହାମରେ ବୁଧବାର ଆରମ୍ଭ ହୋଇଥିବା ଏହି ମ୍ୟାଚରେ…
Astrology ଆଜି ଗୁରୁବାରେ 6 ରାଶିର ଖୋଲିବ ଭାଗ୍ୟ, ଏହି ରାଶି ରୁହନ୍ତୁ ସତର୍କ Seema Mohapatra Jul 3, 2025 ଓଡ଼ିଶା ଭାସ୍କର: ଆଜି 3 ଜୁଲାଇ 2025 ଗୁରୁବାର । ଆଜି 6 ରାଶିଙ୍କର ଖୋଲିବ ଭାଗ୍ୟ ଏଭଂ ଏହି ରାଶିମାନେ ରୁହନ୍ତୁ ସତର୍କ । ତେବେ ଚାଲନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କର କେମିତି କଟିବ । ମେଷ- ମନ ଶାନ୍ତି ରହିବ।…
Breaking News ଭାଙ୍ଗିଲା କାନପୁର ବୃହତ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ Chinmayee Beura Jul 3, 2025 ଯୋଡ଼ା: କାନପୁର ବୃହତ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ ଭାଙ୍ଗିଯାଇଛି। ବାସୁଦେବପୁର ବୈତରଣୀ ନଦୀରେ ନିର୍ମାଣାଧୀନ ପ୍ରକଳ୍ପ। ଡିପ୍ଲିସନ୍ ସୁଇଟ ଗେଟ ପାଇଁ ଅସ୍ଥାୟୀ ଡ୍ୟାମ ନିର୍ମାଣ ହୋଇଥିଲା। କପର୍ ଡ୍ୟାମ୍ ଭାଙ୍ଗିବାରୁ…
Featured ଶ୍ରାବଣରେ ହାତରେ ମେହେନ୍ଦୀ ସଜାନ୍ତୁ, ମିଳିବ ମାତା ପାର୍ବତୀଙ୍କ କୃପା! Odisha Bhaskar Office Jul 3, 2025 ଶ୍ରାବଣ ମାସ ଓ ହରିୟାଳି ତୀଜ ଭଳି ପର୍ବ ବିବାହିତ ମହିଳାମାନଙ୍କ ପାଇଁ ସଜବାଜ ଓ ଶୃଙ୍ଗାରର ସମୟ। ଏହି ମାସରେ ମଙ୍ଗଳା ଗୌରୀ ପର୍ବ ମଧ୍ୟ ପାଳନ କରାଯାଏ। ଏହି ସମୟରେ ମାତା ପାର୍ବତୀଙ୍କୁ ମେହେନ୍ଦୀ ଅର୍ପଣ କରିବା ଓ ନିଜେ…
Breaking News ‘ନିଜ ଭୁଲ୍ ପାଇଁ ଡ୍ରାଇଭରର ମୃତ୍ୟୁ ହେଲେ, ବୀମା କମ୍ପାନୀ ବଧ୍ୟ ନୁହେଁ ଅନୁକମ୍ପା ରାଶି ଦେବାକୁ’: ସୁପ୍ରିମକୋର୍ଟ Chinmayee Beura Jul 3, 2025 ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଣି କରିଛନ୍ତି। ଯଦି କୌଣସି ଡ୍ରାଇଭର ଦାୟିତ୍ୱହୀନ ହୋଇ ଦ୍ରୁତଗତିରେ ବା ଭୁଲ ଭାବେ ଗାଡ଼ି ଚଳାଇ ମୃତ୍ୟୁବରଣ କରୁଛି ତେବେ ତାଙ୍କ ପରିବାରକୁ ଅନୁକମ୍ପା…
Breaking News ପୁଅ ଅଲଗା କରିଦେବା ପରେ ଅସହ୍ୟ ହେଲା ଋଣବୋଝ: ଟ୍ରେନ୍ ଆଗକୁ ଡେଇଁ ଦମ୍ପତିଙ୍କ ଆତ୍ମହତ୍ୟା Odisha Bhaskar Office Jul 3, 2025 ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ସିଲଦା ଗାଁର ଯଦୁରାମ ପାଣ୍ଡେ (୫୮) ଓ ତାଙ୍କ ସ୍ତ୍ରୀ ଜାମବାଈ ପାଣ୍ଡେ (୫୬) ଋଣର ବୋଝ ସହି ନ ପାରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣା ମଙ୍ଗଳବାର ରାତିରେ…
Featured ଶ୍ରାବଣରେ ଆରମ୍ଭ ହେବ ଏହି ୩ଟି ରାଶିର ସୁବର୍ଣ୍ଣ ସମୟ, ୫୦୦ ବର୍ଷ ପରେ ଘଟୁଛି ଏକ ବିରଳ ସଂଯୋଗ Odisha Bhaskar Office Jul 3, 2025 ଶ୍ରାବଣ ମାସ ଭଗବାନ ଶିବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ବୋଲି ବିବେଚିତ ହୁଏ। ଏହି ମାସରେ ଶିବଙ୍କ ଜଳାଭିଷେକ ପାଇଁ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଲମ୍ବା ଲମ୍ବା ଧାଡ଼ି ଦେଖାଯାଏ। ଚଳିତ ବର୍ଷ ସାବନ ମାସ ଜୁଲାଇ ୧୧ରୁ ଆରମ୍ଭ…
Breaking News ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ,“ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା”ରେ ସମ୍ମାନିତ Seema Mohapatra Jul 3, 2025 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବୋସାମନରିକ ସମ୍ମାନ । “ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା” ରେ ସମ୍ମାନିତ ହେଲେ ମୋଦୀ । ପିଏମ ଦୋଦୀଙ୍କୁ ସମ୍ମାନିତ କଲେ ଘାନାର ରାଷ୍ଟ୍ରପତି…