“କିଛି ଲୋକ ବାହାଦୂରୀ ନେବାକୁ..”, ମୋଦକ ଚୋରି ଅଭିଯୋଗକୁ ଆଇନ୍ ମନ୍ତ୍ରୀ କଲେ ଖଣ୍ଡନ
ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, କିଛି ଲୋକ ବାହାଦୂରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ମୋଦକ ଚୋରି ହୋଇନି।…