CHARIDHAM

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଯାଜପୁର: ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତର ପରିଚୟ ଅନୀଲ ଜେନା ଭାବେ ହୋଇଛି। ବିରଜା ପୀଠରୁ ଫେରିବା ବେଳେ ଅସଦାଚରଣ କରିଥିବା ଅଭିଯୋଗରେ ଅନୀଲ ଜେନାକୁ…

ଲଞ୍ଚ ହେବ ନୂଆ ଫୋଲ୍ଡ ଫୋନ୍, ପାଇବେ 5999 ଟଙ୍କାର ଲାଭ

ଓଡିଶା ଭାସ୍କର: ସାମସଙ୍ଗ ୟୁଜର୍ସଙ୍କ ପାଇଁ ଖୁସି ଖବର। ଲଞ୍ଚ ହେବାକୁ ଯାଉଛି ନୂତନ ଫୋଲ୍ଡ ଫୋନ୍ Galaxy Z Fold7 ଏବଂ Galaxy Z Flip7। ସେଥିପାଇଁ ସାମସଙ୍ଗ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି, ଯାହାର…

ହଠାତ୍ ମଝି ଆକାଶରେ ୧୧ ଜଣ ଯାତ୍ରୀଙ୍କର ମୁଣ୍ଡ ବୁଲାଇ ବାନ୍ତି ହେଲା, ଲଣ୍ଡନରୁ ମୁମ୍ବାଇ ଆସୁଥିଲା Air India ଫ୍ଲାଇଟ୍‌

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ମଝି ଆକାଶରେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ୬ ଜଣ କ୍ରୁ ମେମ୍ବରଙ୍କ ସମେତ ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି।…

(Video) ଷ୍ଟୁପିଡ-ଷ୍ଟୁପିଡ କହି ଇସାରା କଲେ ସୁନୀଲ ଗାଭାସ୍କର, କଡ଼ା ଜବାବ ଦେଲେ ପନ୍ତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଇତିହାସ ରଚିଛନ୍ତି। ପନ୍ତ ଧୂଆଁଦାର ଶତକୀୟ ଇନିଂସ ଖେଳିଛନ୍ତି। ପନ୍ତ ମାତ୍ର ୧୩୦ ବଲରେ ଶତକ ମାରିଛନ୍ତି।…

ଅନଲାଇନ ସପିଂ କରୁଥିବା ଲୋକଙ୍କୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ: ସାବଧାନ ନହେଲେ ହୋଇପାରେ ବଡ଼ କ୍ଷତି

ଅନଲାଇନ ସପିଂର ସୁବିଧା ଯୋଗୁଁ ଦିନକୁ ଦିନ ଏହାର ଚାହିଦା ବଢ଼ୁଛି। ଘରେ ବସି ଜିନିଷ କିଣିବାର ଏହି ସହଜ ଉପାୟ ଲୋକଙ୍କୁ ଆକୃଷ୍ଟ କରୁଛି। କିନ୍ତୁ ଏହାର ଫାଇଦା ଉଠାଇ ଠକେଇ କରୁଥିବା ଲୋକେ ଏବେ ଅନଲାଇନ ସପିଂ କରୁଥିବା…

ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଅଷ୍ଟମ ଅଭିଯୁକ୍ତର ଏଣ୍ଟ୍ରି, ସୋନମଙ୍କୁ ଲୁଚାଇବାରେ କରିଥିଲା ସାହାଯ୍ୟ

ଇନ୍ଦୌର: ମଧ୍ୟପ୍ରଦେଶର ଇନ୍ଦୌରରେ ଘଟିଥିବା ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ମେଘାଳୟ ପୋଲିସ ଏହି ମାମଲାରେ ଅଷ୍ଟମ ଅଭିଯୁକ୍ତ ଲୋକେନ୍ଦ୍ର ତୋମରଙ୍କୁ ଗିରଫ କରିଛି, ଯିଏ ରାଜାଙ୍କ ପତ୍ନୀ…

ଏମିତି ନୃଶଂସ ଶାଶୂଘର କାହାକୁ ନ ମିଳୁ, ସାମାନ୍ୟ ଯୌତୁକ ପାଇଁ ୫ମାସର ଗର୍ଭବତୀଙ୍କୁ ମାରିଦେଲେ!

କେନ୍ଦ୍ରାପଡ଼ା: ସକାଳୁ ସକାଳୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଯୌତୁକ ପାଇଁ ଜଣେ ୫ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଏହି ଘଟଣାଟି ମହାକାଳପଡ଼ା ଥାନା ବଡ଼ମଠ ଗାଁର…

ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ, 3 ଛାତ୍ରୀ ଓ ଜଣେ ଛାତ୍ର ଆହତ

ସୋର: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ଓଲଟି ପଡିଲା ଅଟୋ। ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳର ପଦୁନା ଛକ ନିକଟରେ। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ପଦୁନା ଛକ ନିକଟରେ…

ଟ୍ରକକୁ ଧକ୍କା ଦେଲା ବସ , ଜଣେ ମୃତ, 13 ଆହତ

କେନ୍ଦୁଝର: ବଡ ଧରଣର ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା ବସ, ଯାହାଫଳରେ ଜଣଙ୍କର ମୃତ ହୋଇଥିବାବେଳେ 13 ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ବିଲେଇପଦା ନିକଟରେ।…

ସର୍ପାଘାତରେ ଭାଇ ଭଉଣୀ ମୃତ

ବଲାଙ୍ଗୀର: ସାପ କାମୁଡ଼ାରେ ଭାଇ ଭଉଣୀଙ୍କର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ଟାଉନ ଥାନା ମାଲଗୋଦାମ ପଡ଼ାରେ। ଘରେ ସୋଇଥିବା ସମୟରେ ବିଷଧର ସାପ ଘରକୁ ପଶି ଆସି ଭାଇ ଭଉଣୀଙ୍କୁ କାମୁଡି…