ସାଧାରଣ ଲୋକଙ୍କ ପାଇଁ ଡିସେମ୍ବର ୧ରୁ ଲଞ୍ଚ ହେବ ଡିଜିଟାଲ ଟଙ୍କା ‘ଇ-ରୁପି’: RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଡିଜିଟାଲ ମୁଦ୍ରା (e₹-R)କୁ ନେଇ ବଡ଼ ଘୋଷଣା କରିଛି । ଡିସେମ୍ବର ୧ ରେ ଖୁଚୁରା ଡିଜିଟାଲ ଟଙ୍କାର ଘୋଷଣା ହେବ । ରିଟେଲ ଡିଜିଟାଏ କରେନ୍ସି ପାଇଁ ଏହା…

Camel Flu କ’ଣ: ଏହା କିପରି ବ୍ୟାପେ, ଏହାର ଲକ୍ଷଣ କ’ଣ, ଓଟର ମାଂସ ଓ କ୍ଷୀର ମଣିଷ ପାଇଁ କେତେ ସୁରକ୍ଷିତ

ନୂଆଦିଲ୍ଲୀ: ବର୍ତ୍ତମାନ କତାରରେ ଫିଫା ବିଶ୍ୱକପ-୨୦୨୨ ଖୁବ୍ ଧୁମଧାମରେ ଜାରି ରହିଛି । ତେବେ ଏହା ମଧ୍ୟର ଏକ ନୂଆ ମହାମାରୀକୁ ନେଇ ବିଶ୍ୱରେ ଆତଙ୍କ ଖେଳି ଯାଇଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ…

୩୮ ବର୍ଷ ପରେ ଭୂକମ୍ପ ପାଇଁ ବିସ୍ଫୋରଣ ହେଲା ଆଗ୍ନେୟଗିରି: ଆମେରିକାର ଏହି ପ୍ରାନ୍ତ ଉପରେ ବଡ଼ ବିପଦ

ନୂଆଦିଲ୍ଲୀ: ଆମେରିକାର ହାୱାଇ ପ୍ରଦେଶର ମୌନା ଲାଓରେ ଅବସ୍ଥିତ ଆଗ୍ନେୟଗିରି ବିସ୍ଫୋରଣ ଆରମ୍ଭ କରିଛି । ଏହି ବିସ୍ଫୋରଣ ହେତୁ ଆଖପାଖ ଅଞ୍ଚଳରେ ପାଉଁଶ ଓ ଆବର୍ଜନା ମଧ୍ୟ ପଡୁଛି । ନଭେମ୍ବର ୨୭ ରେ ବିଗ୍ ଆର୍ୟଲ୍ୟାଣ୍ଡରେ…

ଶୀତଦିନେ ବଢ଼ିପାରେ ଆସ୍ଥମା ଆଟାକର ବିପଦ: ଜାଣନ୍ତୁ କିପରି ବର୍ତ୍ତିବେ

ଶୀତଦିନେ ଆସ୍ଥମା ରୋଗୀଙ୍କ ପାଇଁ ସମସ୍ୟା ବଢଯାଇିଥାଏ । ଆସ୍ଥମା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ କିନ୍ତୁ ଏହି ରୋଗ ଡାଏଟ୍, ଇନହେଲର୍ ଏବଂ କିଛି ମେଡିସିନ୍ ଦ୍ୱାରା ନିୟନ୍ତ୍ରିତ…

(Video) କାର ଡ୍ରାଇଭିଂ କରୁଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ: ଗାଡ଼ିକୁ କ୍ରେନ ଦ୍ୱାରା ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ନେତା, ମନ୍ତ୍ରୀ, ଅଫିସରଙ୍କ ସମ୍ପର୍କୀୟମାନେ ପୋଲିସ କିମ୍ବା ଅନ୍ୟ ତଳିଆ କର୍ମଚାରୀଙ୍କ ଉପରେ ଜୁଲୁମ୍ ଦେଖାଇଥାନ୍ତି । ତେବେ ନିକଟରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି ।…

ଏହି କମ୍ପାନୀରେ ଆରମ୍ଭ ହେଲା ୪ ଦିନ କାମ ଓ ୩ ଦିନ ଛୁଟି: ଘୋଷଣା ଶୁଣି ଖୁସିରେ ନାଚି ଉଠିଲେ କର୍ମଚାରୀ

ନୂଆଦିଲ୍ଲୀ: ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସପ୍ତାହରେ ୪ ଦିନ କାମ ଓ ୩ ଦିନ ଆରାମ କରିବାର ପଲିସି ଉପରେ କାମ ଚାଲିଛି । ଚାକିରି କରୁଥିବା ଲୋକଙ୍କ ପାଇଁ ଏହା କୌଣସି ବରଦାନଠାରୁ କମ୍ ନୁହେଁ । କେବଳ ଏତିକି ନୁହେଁ, କାମ…

ଏହି ସ୍ଥାନକୁ ରାତିରେ ଗଲେ ଥରିଯାଏ ଛାତି: କାରଣ ଭୁତ ନା ଆଉ କିଛି…

ନୂଆଦିଲ୍ଲୀ: ଭୁତ ପ୍ରେତକୁ ନେଇ ଲୋକଙ୍କ ମନରେ ବହୁତ କିଛି ଅନ୍ଧବିଶ୍ୱାସ ଥାଏ । କିଛି ଲୋକ ଭୁତ ପ୍ରେତଙ୍କୁ ବିଶ୍ୱାସ କରୁଥିବାବେଳେ ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଭୁତ ବା ପ୍ରେତଙ୍କ ବିଶ୍ୱାସ କରି ନଥାନ୍ତି ।…

ପେଟ କାଟୁଛି କହି ମେଡିକାଲରେ ପହଞ୍ଚିଲା ରୋଗୀ: ଅପରେସନରେ ବାହାରିଲା ୧.୨ କେଜିର ୧୮୭ଟି କଏନ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ବ୍ୟକ୍ତିର ପେଟରୁ ବାହାରିଛି ୧୮୭ଟି କଏନ୍ । ସେହି ବ୍ୟକ୍ତି ଜଣକ ମେଡିକାଲରେ ପେଟ ଯନ୍ତ୍ରଣା ଓ ବାନ୍ତି ହେବାର ଅଭିଯୋଗ ନେଇ ପହଞ୍ଚିଥିଲେ । ଡାକ୍ତରମାନେ ସେମାନଙ୍କର ଅଲଗା ଅଲଗା ଟେଷ୍ଟ…

୮ ବର୍ଷୀୟ ନାବାଳିକା ଗଣଦୁର୍ଷ୍କମ ମାମଲା: ୨ ଦୋଷୀ ଦଣ୍ଡିତ, ୨ ଖଲାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତିର୍ତ୍ତୋଲ ନାବାଳିକା ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ପକ୍ଷରୁ ଶୁଣାଣି କରାଯାଇଛି । ଏହି ମାମଲାରେ ଦୁଇ ଦୁଷ୍କର୍ମକାରୀଙ୍କୁ କୋର୍ଟ ଫାଶିଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଆଉ ଦୁଇଜଣଙ୍କୁ…

Gmailରେ ବ୍ଲକ କରିପାରିବେ ଇମେଲ ଆଇଡି; ଜାଣନ୍ତୁ ଏହାର ସହଜ ଉପାୟ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ବହୁଳ ମାତ୍ରାରେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । କୌଣସି ସପିଙ୍ଗ ଠାରୁ ଆରମ୍ଭ କରି ଅନଲାଇନ୍ ମାଧ୍ୟମରେ ଟଙ୍କା ନେଣ ଦେଣ ସବୁକିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ହୋଇପାରୁଛି ।…