Breaking News ତତେ ଶହେ ସଲାମରେ ଡ୍ରାଇଭର ଭାଇ, ତୋ ପାଇଁ ଆଜି ଜଣେ ପୁନର୍ଜୀବନ ପାଇଲା Manas Pradhan Aug 6, 2022 ନୂଆଦିଲ୍ଲୀ: ଅନେକ ସମୟରେ କିଛି ଚକିତ କଲା ଭଳି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଏପରି ଏକ ସଡ଼କ ଦୁର୍ଘଟଣାର ଭିଜୁଆଲ ସାମ୍ନାକୁ ଆସିଛି । ଜଣେ ମହିଳା ମରୁମରୁ ପୁନର୍ଜୀବନ ପାଇଛନ୍ତି । ଭିଡିଓଟି ମାତ୍ର…
Featured ପାଣି ପିଇବାକୁ ଆସି ପ୍ରାଣ ହରାଇଲା କୁଟ୍ରା: ଶିକାରୀର ଲୋଭ ନେଇଗଲା ନିରୀହ ପ୍ରାଣୀର ଜୀବନ Abinash Kumar Dhal Aug 6, 2022 ବୈପାରୀଗୁଡା: ଆଜିକାଲି ଦୁନିଆରେ ମଣିଷପଣିଆ ଧିରେ ଧିରେ ହଜି ହଜି ଯାଉଛି । ମଣିଷର ବିବେକ, ବୁଦ୍ଧି ଇତ୍ୟାଦି ଲୋପ ପାଇବାକୁ ବସିଛି । ଲୋଭ ମୋହର ବଶବର୍ତ୍ତୀ ହୋଇ ନିରୀହ ଜୀବଜନ୍ତୁଙ୍କୁ ବି ଛାଡୁନି ଆଜିର ଏ ମଣିଷ ଜାତି…
Featured କିଏ ଏହି ଆଇ.ଏ.ଏସ ? ଯାହାଙ୍କୁ ମାତ୍ର ୬ ଦିନରେ ଡି.ଏମ୍ ପଦରୁ ହଟାଇ ଦିଆଯାଇଛି Abinash Kumar Dhal Aug 6, 2022 କେରଳର ଜଣେ ଆଇ.ଏ.ଏସ୍ କୁ ମାତ୍ର ୬ ଦିନ ମଧ୍ୟରେ ଡି.ଏମ୍ ପଦରୁ ହଟାଇ ଦିଆଯାଇଛି । କାରଣ ୩ ବର୍ଷ ପୂର୍ବେ ଜଣେ ପତ୍ରକାର ମୃତ୍ୟୁ ମାମଲାରେ ଏହି ଆଇ.ଏ.ଏସ୍ ଅଧିକାରୀଙ୍କୁ ଅଭିଯୁକ୍ତ କରାଯାଇଥିଲା । ତେଣୁ ତାଙ୍କୁ…
Breaking News ଗଙ୍ଗା ନଦୀରେ ଅଘଟଣ: ଗ୍ୟାସ୍ ସିଲିଣ୍ଡର ଫାଟି ୪ ମୃତ Abinash Kumar Dhal Aug 6, 2022 ପାଟଣା: ବିହାରର ରାଜଧାନୀ ପାଟଣାର ଗଙ୍ଗା ନଦୀରେ ଘଟିଛି ବଡ ଧରଣର ଅଘଟଣ । ଡଙ୍ଗାରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କୁ ନିକଟସ୍ଥ…
Featured ସର୍ବଦା ଚିନ୍ତାରେ ରହୁଛନ୍ତି କି ? ଥାଇପାରେ ଏହି କାରଣ Abinash Kumar Dhal Aug 6, 2022 କଥାରେ ଅଛି ମନ ସୁସ୍ଥ ରହିଲେ ଶରୀର ମଧ୍ୟ ସୁସ୍ଥ ରହିଥାଏ । ସେଥିପାଇଁ ସର୍ବଦା ଶରୀରିକ ସୁସ୍ଥତା ସହିତ ମାନସିକ ସୁସ୍ଥତା ମଧ୍ୟ ଏକାନ୍ତ ଆବଶ୍ୟକ । କାରଣ ମଣିଷର ଚିନ୍ତା ଅନେକ ରୋଗର ମୂଳ କାରଣ ହୋଇଥାଏ । ତେଣୁ ଆପଣ…
Featured ଦେଶର ଏହି ଟ୍ରେନରେ ଯାତ୍ରୀମାନଙ୍କୁ ଆମିଷ ଖାଇବା ମନା: ଜାଣନ୍ତୁ ଏହାର ପୁରା ତଥ୍ୟ Abinash Kumar Dhal Aug 6, 2022 ନୂଆଦିଲ୍ଲୀ: ଆପଣମାନେ ଅନେକ ସମୟରେ ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବେ । ଟ୍ରେନ ଯାତ୍ରା ସମୟରେ ଆପଣ ଜରୁରୀ ଜିନିଷ ସହିତ ନିଜ ମନ ପସନ୍ଦର ଖାଦ୍ୟ ମଧ୍ୟ ନେଇଥାନ୍ତି । କିନ୍ତୁ ଟ୍ରେନରେ ଖାଦ୍ୟକୁ ନେଇ ଆସିଛି…
Breaking News (Video) ଥାନା ଭିତରେ ପୋଲିସ ବାବୁଙ୍କୁ ନିର୍ଧୁମ୍ ମାଡ଼: କ୍ଷମା ମାଗୁଥିଲେ ବି ମରାଯାଉଥିଲା ଚାପୁଡ଼ା Sushreejyoti Routray Aug 6, 2022 ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ, ସେଠାରେ କିଛି ଲୋକ ପୋଲିସ ଷ୍ଟେସନ ଭିତରେ ପୋଲିସକୁ ମାଡ଼ ମାରିଥିଲେ ଏବଂ ଏହି ସମୟରେ ଉପସ୍ଥିତ ଲୋକମାନେ ଏହାର…
Featured ମଧୁମେହ ରୋଗୀ କେବେବି ଖାଇବା ଉଚିତ୍ ନୁହେଁ ଏହି ପନିପରିବା, ସ୍ୱାସ୍ଥ୍ୟ ପ୍ରତି ପହଞ୍ଚାଇପାରେ କ୍ଷତି Odisha Bhaskar Bureau Aug 6, 2022 ନୂଆଦିଲ୍ଲୀ: ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କାରଣ ଏଥିରେ ଅନେକ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ। କିନ୍ତୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁକିଛି ଖାଇବା ଭଲ ହୋଇନଥାଏ।…
Top Stories କାହିଁକି ଏକୁଟିଆ ଅନୁଭବ କରୁଛନ୍ତି ଜାନୱୀ,ଜାଣନ୍ତୁ ଜାନୱୀଙ୍କ ବ୍ୟକ୍ତିଗତ ଜୀବନର ଦୁଃଖ……. Abinash Kumar Dhal Aug 6, 2022 ମୁମ୍ବାଇ: ଭାରି ଏକା ଜାନୱୀ କପୁର । ଏକ ଟିଭି ସୋରେ ଜାନୱୀ ତାଙ୍କର ଦୁଃଖ କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୁଁ ବର୍ତ୍ତମାନ ସିଙ୍ଗଲ ଅଛି ଏଇଟା ସତ, କିନ୍ତୁ ମତେ ବେଳେ ବେଳେ ବହୁତ ଏକୁଟିଆ ଅନୁଭବ ହୁଏ ।…
Featured ତାଇଓ୍ଵାନ ଉପରେ ଚୀନ ହ୍ୟାକର୍ସଙ୍କ ସାଇବର ଆଟାକ, ୧୦ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଓ୍ଵେବସାଇଟରେ ରହିଲା ଚୀନ ପତାକା Abinash Kumar Dhal Aug 6, 2022 ନୂଆଦିଲ୍ଲୀ: ତାଇଓ୍ଵାନ ଏବଂ ଚୀନରେ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଅପରାଧୀ। ରୁଷ-ୟୁକ୍ରେନ ଯୁଦ୍ଧ ପରି ଏଠାରେ ମଧ୍ୟ ସାଇବର ଆଟାକ୍ ଏବଂ ହ୍ୟାକିଂ ମାମଲା ଧିରେ ଧିରେ ସାମ୍ନାକୁ…