ଆମେରିକାର ପୁଣି ଫୁଟିଲା ଗୁଳି: ଆକ୍ରମଣକାରୀ ସମେତ ୪ ମୃତ

ନୂଆଦିଲ୍ଲୀ: ଆମେରିକାରେ ଗୁଳିକାଣ୍ଡର ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି । ସୋମବାର ସକାଳେ ଇଣ୍ଡିଆନାରେ ଗୁଳି ଫୁଟିଥିବା ଜଣାପଡିଛି, ଯେଉଁଥିରେ ଅତି କମରେ ୪ ଜଣଙ୍କୁ ମୃତ୍ୟୁ ହୋଇଥିବା କୁହାଯାଉଛି । ମିଳିଥିବା ସୂଚନା…

ରାଶିଫଳ(ସୋମବାର,୧୮ ଜୁଲାଇ,୨୦୨୨)

ମେଷ- ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…

ବୁଧବାରଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକିୟା, ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୦ ତାରିଖ ଅର୍ଥାତ୍ ବୁଧବାରଠୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନପତ୍ର ଗ୍ରହଣ କରାଯିବ । ଏହା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏ ନେଇ ସୂଚନା…

ଆଜିଠୁ ମହଙ୍ଗା ହେଲା ମୁଢ଼ି, ଖଇ, ଚୂଡ଼ା: ଲାଗିଲା ୫% GST

ନୂଆଦିଲ୍ଲୀ: ଦେଶରେ ଆଜିଠାରୁ କିଛି ସାମଗ୍ରୀ ଉପରେ ଲାଗୁହେବ ଜିଏସଟି । ଏଣିକି ଲୋକମାନଙ୍କୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷ ପାଇଁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ମୁଢ଼ି ଓ ଖଇ କିଣିଲେ ବି ଆପଣ ୫…

ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସନ ହେବ ବର୍ଷ ପ୍ରଥମ ବନ୍ୟାଜଳ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌) : ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ଣ ୧୧ଟାରେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ସପ୍ତମ ଗେଟ୍ ଖୋଲାଯିବ ପରବର୍ତ୍ତୀ ସମୟରେ  ୫ଟି ଗେଟ୍‌ ଖୋଲାଯିବ…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ୨୪ଟି ବିଲ୍‌ ଆଣିବେ କେନ୍ଦ୍ର ସରକାର, ୧୨ ଅଗଷ୍ଟ ଯାଏଁ ଚାଲିବ ଅଧିବେଶନ

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲୁ ରହିବ । ଚଳିତ ଅଧିବେଶନରେ ୨୪ଟି ବିଲ୍‌ ଆଣିବେ କେନ୍ଦ୍ର ସରକାର । ଅଧିବେଶନ ସମୟରେ କ୍ୟାଣ୍ଟନମେଣ୍ଟ…

ରାଷ୍ଟ୍ରପତି ନିର୍ବାଚନ: ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ସବୁ ବିଧାନସଭା, ସଂସଦରେ ହେବ ମତଦାନ, ୨୧ରେ ଗଣତି ଓ ଫଳ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍‌ ଗ୍ରହଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂସଦ ସମେତ ସବୁ ବିଧାନସଭାରେ ଏଥିନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଦେବ ଦେବ ମହାଦେବଙ୍କ ପୂଜାବିଧି ଓ ମହିମା ସମ୍ପର୍କରେ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷର ପଞ୍ଚମ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଛି । ଶ୍ରାବଣ ମାସ ପ୍ରତ୍ୟେକ ସୋମବାରର ବିଶେଷ ମହତ୍ତ୍ୱ ରହିଥାଏ । ପୁରାଣ ଅନୁସାରେ,…

ଋଷଭ ପନ୍ତଙ୍କ ବିଜୟୀ ଶତକ, ବିଶ୍ୱ ଚାମ୍ପିୟନ ଇଂଲଣ୍ଡଙ୍କୁ ପରାସ୍ତ କଲା ଭାରତ, ୨-୧ ରେ ସିରିଜ୍ କବ୍ଜା

ନୂଆଦିଲ୍ଲୀ: ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ଧୂଳି ଚଟାଇଲା ଭାରତ । ଦିନିକିଆ ସିରିଜ୍ ଉପରେ ବି କଲା କବ୍ଜା । ଟେଷ୍ଟ ସିରିଜ୍ ଡ୍ର କରିବା ପରେ ଦମଦାର କମ୍ବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ମାଟିରେ ହିଁ ଇଂଲଣ୍ଡକୁ…

ଏହି ୫ ରାଶିର ବ୍ୟକ୍ତି ନିଶ୍ଚୟ ହୋଇଥାନ୍ତି ଧନବାନ୍, ମା’ ଲକ୍ଷ୍ମୀଙ୍କର ମଧ୍ୟ ରହିଥାଏ କୃପା

କିଛି ଲୋକଙ୍କ ଜୀବନରେ ବହୁତ କଷ୍ଟ ଆସିଥାଏ, ଖାସ୍ କରି ଗରିବ ପରିବାରରେ ଜନ୍ମ ହୋଇଥିଲେ, କିନ୍ତୁ ଦିନେ ଏପରି ସମୟ ଆସିଥାଏ ଯେତେବେଳେ ସେ ମଧ୍ୟ ଧନୀ ହୋଇଥାନ୍ତି ।ସେମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାରେ…