ଗିରଫ ପରେ ସାଧାରଣତଃ ଅଭିଯୁକ୍ତକୁ ହାତକଡ଼ି ଲଗାଯିବ ନାହିଁ: ହାଇକୋର୍ଟଙ୍କ ବଡ଼ ଆଦେଶ
ନୂଆଦିଲ୍ଲୀ: ଅନେକଥର ପୋଲିସ କୌଣସି ଘଟଣାର ଅଭିଯୁକ୍ତଙ୍କୁ ହାତକଡ଼ି ପିନ୍ଧାଇ ନେଉଥିବାର ଦେଖିବାକୁ ମିଳିଥାଏ । ଏବେ କର୍ଣ୍ଣାଟକ ହାଇକୋର୍ଟ ଏପରି ଏକ ଆଦେଶ ଦେଇଛନ୍ତି, ଯାହାକୁ ପଢ଼ି ପୋଲିସ ଏପରି କରିବା ପୂର୍ବରୁ ଆଉ ଥରେ…