ଚିଠି ଲେଖି ସ୍ୱରାଙ୍କୁ ମାରିବା ପାଇଁ ଧମକ, ଅଜଣା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ମିଳିଛି ହତ୍ୟା ଧମକ । କେହି ଦୁର୍ବୃତ୍ତ ଚିଠି ଲେଖି ସ୍ୱରାଙ୍କୁ ମାରିବା ପାଇଁ ଧମକ ଦେଇଛି । ଏହି ଚିଠି ମିଳିବା ପରେ ପୁଲିସ୍ ଘଟଣାର ଛାନଭିନ ଆରମ୍ଭ କରିଥିବା…