(Video) ଖାରବେଳ ଥାନାରେ ବାବୁସାନ୍: ପତ୍ନୀଙ୍କ ଅଭିଯୋଗ ଆଧାରରେ ଚାଲିଛି ପଚରାଉଚରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲିଉଡ ଅଭିନେତା ବାବୁସାନ ମହାନ୍ତି ଏବେ ବିବାଦରେ ଫସିଛନ୍ତି । ବାବୁସାନ୍, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଚାଲିଥିବା କଳି ମଧ୍ୟରେ ଆଜି ଘରୁ ବାହାରିଛନ୍ତି…