ମାଳିରେ ମାଳିରେ କଳାମାଧବ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ନିଆରା କଳାକୃତି
ଭୁବନେଶ୍ୱର: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମାଉସୀ ମା’ ଘରେ ଲୀଳା ଶେଷ କରି ଆସନ୍ତାକାଲି ପୁଣି ବଡ ଦେଉଳକୁ ବାହୁଡିବେ ତିନି ଠାକୁର । ତେଣୁ କଳାଦିଅଁଙ୍କ ଏହି ପବିତ୍ର ଯାତ୍ରା ପାଇଁ ପୁଣି ଥରେ ଭକ୍ତର…