ପ୍ରଥମ ରଣଜୀ ଟ୍ରଫି ଜିତି ଇତିହାସ ରଚିଲା ମଧ୍ୟପ୍ରଦେଶ: ୪୧ ଥର ବିଜେତା ମୁମ୍ବାଇକୁ ଦେଲା ମାତ
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ମୁଣ୍ଡରେ ସାଜିଛି ଚଳିତ ରଣଜୀ ଟ୍ରଫି ଫାଇନାଲର ଚମ୍ପିଆନ ମୁକୁଟ । ଏହି ଟୁର୍ଣ୍ଣାମେଣ୍ଟରେ ୪୧ ଥର ବାଜି ମାରିଥିବା ମୁମ୍ବାଇକୁ ମାତ ଦେଇ ଇତିହାସ ରଚିଛି ମଧ୍ୟପ୍ରଦେଶ । ଫାଇନାଲରେ ମ୍ୟାଚରେ…