ସାବଧାନ୍! ସରିନି କରୋନା ବିପଦ, ଆସୁଛି ଚତୁର୍ଥ ଲହର: ଜାଣନ୍ତୁ କେବେଠୁ ଆରମ୍ଭ
ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଲାଗୁଛି କି କରୋନା ଭାଇରସ ଶେଷ ହୋଇଛି ଓ ଆଉ କୌଣସି ବିପଦ ନାହିଁ, ତେବେ ଆପଣ ଭୁଲ ଭାବୁଛନ୍ତି । ଭାରତରେ କରୋନାର ଚତୁର୍ଥ ଲହରକୁ ନେଇ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି । ତାଙ୍କ କହିବା…