ଭାରତୀୟ ସେନାରେ ମିଳିବ ବମ୍ପର ଭ୍ୟାକେନ୍ସି: ଜାଣନ୍ତୁ କେଉଁ ପ୍ରାର୍ଥୀ କରିପାରିବେ ଆବେଦନ
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଆର୍ମି କ୍ୟାମ୍ପର ଇଣ୍ଟିଗ୍ରେଟେଡ ମୁଖ୍ୟାଳୟ ପାଇଁ ମଲ୍ଟି ଟାସ୍କିଂ ପଦବୀରେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୨ର ଏମଟିଏସ ଭର୍ତ୍ତି ପାଇଁ ଶେଷ ତାରିଖ ମାର୍ଚ୍ଚ ୧୧…