ବିନା ଲାଇସେନ୍ସରେ ବାଇକ୍ ଚଳାଉଥିଲା ନାବାଳକ: ଧରପଡ଼ିବା ପରେ ଗଣିଲା ମୋଟା ଅଙ୍କର ଫାଇନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଇକ୍ ଚଳାଇବା ମହଙ୍ଗା ପଡ଼ିଛି ଜଣେ ନାବାଳିଙ୍କ ପାଇଁ । ଆରଟିଓ ପକ୍ଷରୁ ଗାଡ଼ି ମାଲିକଙ୍କ ନାମରେ ୩୩ ହଜାରରୁ ଅଧିକ ଟଙ୍କାର ଫାଇନ୍ କଟାଯାଇଛି । କେବଳ ଏତିକି ନୁହେଁ, ଜରିମାନା ଆଦାୟ ନ…