(Audio Call) ତମେ କାହିଁକି ତା ପଛରେ ପଡ଼ିଛ, ତାକୁ ଛାଡ଼ିଦିଅ; ଆତ୍ମହତ୍ୟା ପୂର୍ବରୁ ସୌମ୍ୟଙ୍କୁ ଏପରି କହିଥିଲେ ସୋନାଲିଙ୍କ ମା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ସୋନାଲ ନନ୍ଦ ଓ ବ୍ୟବସାୟୀ ସୌମରଞ୍ଜନଙ୍କ ଆତ୍ମହତ୍ୟା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିଛି । ଧୀରେ ଧୀରେ ସୌମ୍ୟଙ୍କ ଆତ୍ମହତ୍ୟା ପଛର ଗୁମର ଖୋଲିବାରେ ଲାଗିଛି । ସୌମ୍ୟ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ରୋହିତଙ୍କ ଦମଦାର ପାଳି: ଷ୍ଟାର ଖେଳାଳିଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବୋଲିଂ ସହିତ ଅଧିନାୟକ ରୋହିତ ଶର୍ମାଭ୍କ ଦମଦାର…

ରାଜ୍ୟରେ ଆସନ୍ତା ୯-୧୦ ତାରିଖରେ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମା ଝଡର ପ୍ରଭାବରେ ଫେବୃଆରୀ ୯ ଏବଂ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦିନ ମଧ୍ୟମ ଧରଣର ବର୍ଷା, ଝଡ ସହିତ ବଜ୍ରପାତ ଓ କୁଆପଥର ବୃଷ୍ଟି…

ପଞ୍ଜାବ ନିର୍ବାଚନ ପୂର୍ବରୁ ପାରୋଲରେ ଆସିବ ରାମ ରହିମ୍, ୩ ସପ୍ତାହର ମିଳିବ ଛୁଟି

ପଞ୍ଜାବ ନିର୍ବାଚନ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ଜେଲରୁ ବାହାରକୁ ଆସିବ । ଦୁଇ ଶିଷ୍ୟାଙ୍କ ସହ ବଳାକ୍ରାର ମାମଲାରେ ବର୍ତ୍ତମାନ ରୋହତକ ର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମଙ୍କୁ ତିନି…

IPL ୨୦୨୨ରେ ଯୋଡି ହେଲା ଆଉ ଏକ ନୂଆ ନାଁ: ମେଗା ଅକ୍ସନ ପୂର୍ବରୁ ଆସିଲା ଖବର

ନୂଆଦିଲ୍ଲୀ: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗରେ ଭାଗ ନେବେ ୧୦ଟି ଟିମ । ପୂର୍ବରୁ ୮ଟି ଟିମକୁ ନେଇ IPL ଆୟୋଜନ କରାଯାଉଥିବା ବେଳେ ଏହିବର୍ଷ ନୂଆ ଲକ୍ଷେ୍ନø ଏବଂ ଅହମ୍ମଦାବାଦ ଦୁଇଟି ଟିମ ଯୋଡି ହୋଇଛି । ମେଗା…

ମତଦାନ ଦିନ ବିକ୍ରି ହେବନି ମଦ, ଏହିସବୁ ତାରିଖରେ ଘୋଷଣା ହେବ ଡ୍ରାଏ ଡେ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ କଟକଣାକୁ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ କୁହାଯାଇଛି ଯେ, ମତଦାନ ଦିନ କୌଣସି ଜିଲ୍ଲାରେ ବି ମଦ ବିକ୍ରି ହେବ ନାହିଁ । ମଦ ବିକ୍ରି ଉପରେ ପ୍ରତିବନ୍ଧକ…

ଗଙ୍ଗାରେ କେତେ ଶବ ଫିଙ୍ଗାଯାଇଛି, ତାର କୌଣସି ତଥ୍ୟ ଆମ ପାଖରେ ନାହିଁ- ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାର ସୋମବାର ଦିନ କହିଛନ୍ତି, ଦ୍ୱିତୀୟ କୋଭିଡ୍ ଲହରରେ ଗଙ୍ଗାରେ କେତେ ଶବ ଭସାଯାଇଛି ଓ ପୋତାଯାଇଛି ତାର କୌଣସି ତଥ୍ୟ ଆମ ପାଖରେ ଉପଲବ୍ଧ ନାହିଁ । ଜୁନିୟର୍ ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ…

MTV ରୋଡିଜର ନୂଆ ସିଜନ ପାଇଁ ପ୍ରସ୍ତୁତ ଅଛନ୍ତି ସୋନୁ ସୁଦ: ହୋଷ୍ଟ ଭାବେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: MTVରୋଡିଜରୁ ବିଦାୟ ନେଇ ସାରିଛନ୍ତି ଆକ୍ଟର ତଥା ଭି.ଜେ ରଣବିଜୟ ସିଂହ । ୧୮ ବର୍ଷ MTVରୋଡିଜ ସହ ଯୋଡି ହୋଇ ରହିବା ପରେ ଶୋ’କୁ ଅଲବିଦା କହିଛନ୍ତି ରଣବିଜୟ । ଏବେ ତାଙ୍କ ସ୍ଥାନରେ ନଜର ଆସିବେ ସୁପରଷ୍ଟାର…

ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: କହିଲେ ହରାଇଲୁ ମହାନ ଗାୟକଙ୍କୁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ରବିବାର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନିଜର ସମ୍ବେଦନା ବ୍ୟକ୍ତ କରିବା ସହ ଖାନ କହିଛନ୍ତି ଜଣେ ମହାନ ଗାୟକଙ୍କୁ ଆମେ ହରାଇଛୁ ।…

୧୦ମ ପାସଙ୍କ ପାଇଁ ସରକାରୀ ଚାକିରି ସୁଯୋଗ: ମିଳିବ ଭଲ ଦରମା, ଜାଣନ୍ତୁ ଡିଟେଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଅନୁସନ୍ଧାନ ସଂସ୍ଥାନ, ପିଲାନୀରେ ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ଟେକ୍ନିସିଆନ ପଦରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ପଦରେ ଆବେଦନ କରିବା ପାଇଁ…