ପୁଣି ଟ୍ରୋଲ୍ ହେଲେ ସବ୍ୟସାଚୀ, ‘Unhappy’ ମଡେଲଙ୍କୁ ନେଇ ଏପରି କହିଲେ ୟୁଜର୍ସ
ନୂଆଦିଲ୍ଲୀ: ସେଲିବ୍ରିଟି ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚ୍ଚୀ ମୁଖାର୍ଜୀ ମଙ୍ଗଳସୁତ୍ର ବିଜ୍ଞାପନ ପରେ ପୁଣି ଗହଣା ବିଜ୍ଞାପନକୁ ନେଇ ଖୁବ୍ ଟ୍ରୋଲ୍ ର ଶିକାର ହୋଇଛନ୍ତି । ସେ ନିଜର ନୂତନ ଭାବରେ ଲଞ୍ଚ କରିଥିବା ଫାଇନ୍…