ବଳଙ୍ଗା ଥାନା ବିସ୍ଫୋରଣକୁ ବିତିଲା ୨ ମାସ: ଏବେ ବି ଖୋଲା ଆକାଶ ତଳେ ଚାଲିଛି ଥାନା କାର୍ଯ୍ୟ, ବର୍ଷା ପାଣିରେ ନଷ୍ଟ ହେଉଛି କାଗଜପତ୍ର
ନିମାପଡ଼ା (ଭାସ୍କର ନ୍ୟୁଜ୍): ନିମାପଡ଼ା ବ୍ଲକ୍ ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ୨ ମାସ ବିତି ଯାଇଥିଲେ ମଧ୍ୟ ଥାନା ଗୃହ ନିର୍ମାଣ ହୋଇ ନପାରିବାରୁ ଖୋଲା ଆକାଶ ତଳେ ଚାଲିଛି ଥାନା କାର୍ଯ୍ୟ । ଅଭିଯୋଗ କରିବାକୁ ଆସୁଥିବା…