ଏତେ ସାହସ ଆସିଲା କେଉଁଠୁ! ଇମ୍ରାନ ଖାନଙ୍କୁ ବଡ଼ଭାଇ ସମ୍ବୋଧନ କଲେ ସିଦ୍ଧୁ, ଘଟଣା ପଛରେ ରାହୁଲଙ୍କ ହାତ ଥିବା ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ପାକିସ୍ତାନର କରତାରପୁରରେ ପହଞ୍ଚିବା ପରେ କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ପଡ଼ୋଶୀ ଦେଶ ପାକିସ୍ତାନ ସହ ଭାରତର ସମ୍ପର୍କ ଖରାପ ଥିଲେ ହେଁ ଏହାକୁ…

ଆସନ୍ତା ୨୩ରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୩ ତାରିଖରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଯୋଗ…

ଢେଙ୍କାନାଳ ଓ ଅନୁଗୁଳରେ BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହୋଇଛି ଆଉ ଦୁଇଟି ଜିଲ୍ଲା । ଆଜି ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଓ ଅନୁଗୁଳରେ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

ସହରାଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୫୦୦ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ରାଜ୍ୟର ସହରାଞ୍ଚଳର ଗଳିକନ୍ଦିମାନଙ୍କରେ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳୁଥିଲା । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି…

କୋଲ୍ଡ ଡ୍ରିଙ୍କରେ ବିଷ ମିଶାଇ ୨ ଝିଅକୁ ପିଆଇବା ପରେ ନିଜେ ପିଇଦେଲା ମା’, ଚାଲିଗଲା ୭ ବର୍ଷୀୟ ନୀରିହର ଜୀବନ

ନୂଆଦିଲ୍ଲୀ: ଦୁଇ ଝିଅଙ୍କୁ କୋଲ୍ଡ ଡ୍ରିଙ୍କରେ ବିଷ ଦେଇ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ମା' । ପରିଣାମସ୍ୱରୂପ ୭ ବର୍ଷୀୟ ଝିଅର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା…

ବିଜେପି ନେତାଙ୍କୁ ଜଙ୍ଗଲ ବୁଲାଇଲା ପୋଲିସ୍! ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ୍ ବିଜେପି କର୍ମୀଙ୍କୁ ଉଠାଇଥିବା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ବିଜେପି ନେତା ରୁଦ୍ର ପାଣିଙ୍କୁ ଆଜି ଜଙ୍ଗଲ ବୁଲାଇଛି ପୋଲିସ୍ । ଏନେଇ ଖୋଦ୍ ବିଜେପି ନେତା ମିଡିଆକୁ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ପୋଲିସ୍…

ନା ସ୍କର୍ଟ, ନା ପ୍ୟାଣ୍ଟ୍; ଏହି ସ୍କୁଲରେ ଛାତ୍ରଛାତ୍ରୀ ପିନ୍ଧୁଛନ୍ତି ‘ଜେଣ୍ଡର୍ ନ୍ୟୁଟ୍ରାଲ୍’ ୟୁନିଫର୍ମ

ନୂଆଦିଲ୍ଲୀ: କେରଳର ଏର୍ନାକୁଲାମ ଜିଲ୍ଲାର ଭାଲୟନଞ୍ଚିରଙ୍ଗାରାସ୍ଥିତ ସରକାରୀ ଲୋୟର ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ୟୁନିଫର୍ମ ପିନ୍ଧିବାର ସ୍ୱାଧୀନତା ଦେଇ ଲିଙ୍ଗ ନିରପେକ୍ଷତା ପାଇଁ ବାଟ…

ଅବୈଧ ସମ୍ବନ୍ଧର ଭୟଙ୍କର ପରିଣତି: ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଚାଲିଲେ ପତି

ନୂଆଦିଲ୍ଲୀ: ପାରିବାରିକ ଜୀବନରେ ସନ୍ଦେହ ପ୍ରବେଶ କଲେ ତାର ପରିଣତି ଅତ୍ୟନ୍ତ ଭୟଙ୍କର ହୋଇଥାଏ । ହରିୟାଣାର ସୋନିପତ ସହରରେ ଏପରି ଏକ ଘଟଣା ଘଟିଯାଇଛି । ପତ୍ନୀଙ୍କର ଚରିତ୍ରକୁ ସନ୍ଦେହକୁ କରି ପତି ତାଙ୍କୁ ଏକ ଧାରୁ…

୧୦ ବର୍ଷ ଧରି ଆଇନ୍ ସହ ଲଢ଼ି ଆସୁଥିଲେ ଗରିବ ବିଧବା, ଏବେ ପେନସନ୍ ମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଗରିବଙ୍କୁ ନ୍ୟାୟ ମିଳିବା ଯେ କେତେ କଷ୍ଟକର ବ୍ୟାପାର ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଜଣେ ବିଧବା ୧୦ ବର୍ଷ ଧରି ଆଇନ ସହ ଲଢ଼ାଇ କରିବା ପରେ ଏବେ ନ୍ୟାୟ ପାଇଛନ୍ତି । ତାଙ୍କୁ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ, ପାସ୍ କରିଛନ୍ତି ଏତିକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଛି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଅଫଲାଇନ୍ ରେ ପରୀକ୍ଷା ଦେଇଥିଲେ ୧୨ ହଜାର ୩୨୧ ପରୀକ୍ଷାର୍ଥୀ । ସେମାନଙ୍କ ମଧ୍ୟରୁ ୮,୪୬୦ ଜଣ ପାସ୍ ହୋଇଥିବବା ସୂଚନା ମିଳିଛି ।…