ପହିଲାରୁ ମିଳିବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ, କୋଭିଡ୍ କଟକଣା ମଧ୍ୟରେ ଖୋଲିବ ମନ୍ଦିର
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆସନ୍ତା ମାସ ୧ ତାରିଖରୁ ଖୋଲିବ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର । ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ ନିୟମ ପାଳନ କରିବେ । କୋଭିଡ-୧୯ ଟିକାର ଉଭୟ ଡୋଜ୍…