ସିପି ମୁଖ୍ୟାଳୟ ଏବେ ପୋଲିସ ସେବା ଭବନ

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): କମିସନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଓଏସଏସ ସପ୍ତମ ବାଟାଲିୟନ ଗ୍ରାଉଣ୍ଟରେ ଏହି ପ୍ରତିଷ୍ଠା ଦିବସ ପାଳନ ହେଉଛି । ପ୍ରତିଷ୍ଠା ଦିବସ ଅବସରରେ ପୋଲିସ…

ସିବିଆଇ ଜାଲରେ ଏଡ଼ିଜି

ଲୁଧିଆନା, ୧ା୧: ପଞ୍ଜାବ ସ୍ଥିତ ଲୁଧିଆନାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଏଡ଼ିଜିଙ୍କୁ ଆଜି ଗିରଫ କରିଛି ସିବିଆଇ । ୨୫ଳକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଏହି ମାମଲାରେ ଦୁଇ ଜଣ…

ପୁରୀରେ ଦର୍ଶକଙ୍କ ଭିଡ଼, ଦର୍ଶନ କଲେଣି ୭ଲକ୍ଷ ଭକ୍ତ

ପୁରୀ, ୧ା୧(ଓଡ଼ିଶା ଭାସ୍କର): ନୂଆବର୍ଷ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନୂଆବର୍ଷରେ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ଦେଖାଦେଇଛି । ଅପରାହ୍ନ ୫ଟା ସୁଦ୍ଧା ୭ଲକ୍ଷ ଭକ୍ତ…

ବରଗଡ଼ରେ ପରିବହନ ଅଧିକାରୀଙ୍କୁ ମହାରାଜ କଂସଙ୍କ ଦଣ୍ଡବିଧାନ

ବରଗଡ଼, ୧ା୧(ଓଡ଼ିଶା ଭାସ୍କର): ବରଗଡ଼ ପରିବହନ ଅଧିକାରୀଙ୍କୁ କଂସ ମହାରାଜା ଦଣ୍ଡବିଧାନ ଶୁଣାଇଛନ୍ତି । ବସଷ୍ଟାଣ୍ଡରେ ଅବ୍ୟବସ୍ଥା ନେଇ ଦଣ୍ଡବିଧାନ କରିଛନ୍ତି ମଥୁରା ନରେଶ । ପରିବହନ ଅଧିକାରୀଙ୍କୁ ୨ଲକ୍ଷ…

ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପାଇଁ ବଢ଼ିଲା ଆବେଦନ ଅବଧି

ଭୁବନେଶ୍ୱର, ୧ା୧(ଓଡ଼ିଶା ଭାସ୍କର): ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପାଇଁ ଆବେଦନ କରିବାର ଅବଧି ବଢ଼ିଥିବା ସୂଚନା ମିଳିଛି । ଆବେଦନର ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା । ବର୍ତ୍ତମାନ ଡିସେମ୍ବର ୩୧ରୁ ପରିବର୍ତ୍ତନ…

ଆପ ମାଧ୍ୟମରେ ନୋଟ୍ ଚିହ୍ନିବେ ଦୃଷ୍ଟିହୀନ

ନୂଆଦିଲ୍ଲୀ, ୧ା୧: କାଗଜ ନୋଟ୍ ଚିହ୍ନାଇବା ପାଇଁ ଆରବିଆଇ ଆଣିଛି ନୂଆ ମୋବାଇଲ ଆପ୍ । ଦୃଷ୍ଟିହୀନଙ୍କ ପାଇଁ ମଣି ଆପ ଉଦଘାଟନ ହୋଇଥିବା ସୂଚନା ମିଳିଛି । ଏହାକୁ ଉଦଘାଟନ କରିଛନ୍ତି ଆରବିଆଇ ଗଭର୍ଣ୍ଣର । MANI ଆପକୁ…