କାମ ଦେଲା ହାଇକୋର୍ଟର ତାଗିଦ୍, ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟୁଇଟର୍ ଇଣ୍ଡିଆ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କରୁ କଡ଼ା ଜବାବ ପରେ ଟୁଇଟର୍ ଇଣ୍ଡିଆ ଶେଷରେ ଭାରତରେ ଜଣେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିଛି। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ବିନୟ…