ପାକିସ୍ତାନ ଯୁଦ୍ଧ ବିମାନ ମାରି ଖସାଇଲା ଭାରତ, ପାକିସ୍ତାନର ଘାତକ ଯୁଦ୍ଧ ବିମାନ ନଷ୍ଟ
ଆକାଶରେ ଉଡ଼ିଲା ଭାରତର ଯୁଦ୍ଧ ବିମାନ।
ନୂଆଦିଲ୍ଲୀ: ଉଡ଼ିଲା ଭାରତର ଯୁଦ୍ଧ ବିମାନ। ପାକିସ୍ତାନର ଘାତକ ଯୁଦ୍ଧ ବିମାନକୁ ଖସାଇଲା ଭାରତ। ମିସାଇଲ ଆକ୍ରମଣ କରିଥିଲା ପାକିସ୍ତାନ। ହେଲେ ତାକୁ ବି ନଷ୍ଟ କରିଦେଲା ଭାରତ।
ଆଉ ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନର ୩ଟି ଯୁଦ୍ଧ ବିମାନ ମାରି ଖସାଇଲା ଭାରତ। ପାକିସ୍ତାନର ଗୋଟିଏ F-16କୁ ମାରି ଖସାଇଲା ଭାରତ। ପାକିସ୍ତାନର ୨ଟି JF-17 ବିମାନକୁ ବି ଖସାଇଲା ଭାରତ।
ପାକିସ୍ତାନର ୮ଟି ମିଜାଇଲ୍ ଧ୍ୱଂସ କଲା ଭାରତର S-400। ଜମ୍ମୁର ଏକାଧିକ ସ୍ଥାନରେ ବିସ୍ଫୋରଣର ଶବ୍ଦ। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ୩ ଟି ଡ୍ରୋନ ଖସାଇଲା ଭାରତ। ଟାର୍ଗେଟ୍ ହିସ୍ ପୂର୍ବରୁ ସବୁକୁ ଉପରେ ଧ୍ୱଂସ କରୁଛି S-400।