fbpx

ପାକିସ୍ତାନୀ ସେନା ଉପରକୁ ଆତଙ୍କୀ ଆକ୍ରମଣ, ୧୫ରୁ ଅଧିକ ଯବାନ ମୃତ

ପାକିସ୍ତାନର ଖୈବର ପାଖତୁନଖ୍ୱାର କୁର୍ରମଠାରେ ପାକିସ୍ତାନ ତହରିକ-ଏ-ତାଲିବାନ ସେନା ଉପରକୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ସେନାର କ୍ୟାପଟେନଙ୍କ ସହ ୧୨ରୁ ୧୫ ଯବାନଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ଅନେକ ପାକିସ୍ତାନୀ ଯବାନ ଆହତ ମଧ୍ୟ ହୋଇଛନ୍ତି । ସେପଟେ ପାକିସ୍ତାନ ତାଲିବାନର ଆତଙ୍କୀ ମାନେ ସେନାର ୬୩ ଯବାନଙ୍କୁ ଅପହରଣ କରିନେଇଛନ୍ତି ।

Get real time updates directly on you device, subscribe now.