fbpx
BJD SKY
BJD SKY

ପରୀ ମୃତ୍ୟୁ ଘଟଣା: ନୟାଗଡ଼ରେ ଏସଆଇଟିକୁ ବିରୋଧ

BJD

ନୟାଗଡ଼, ୮ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଥିବା ଏସଆଇଟି ଟିମକୁ ବିରୋଧ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଗତକାଲି ୨୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ ହୋଇଥିବା ବେଳେ ଆଜି ୧୮ ଜଣଙ୍କ ହୋଇଛି । ତେବେ ମାମଲାରେ ଏସଆଇଟି ଯଦୁପୁରରୁ ଜଣଙ୍କୁ ଉଠାଇନେବା ସମୟରେ ଖଦାଳସାହି ଗ୍ରାମବାସୀମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ । ଆଜି ଉତ୍ତ୍ୟକ୍ତ ଲୋକମାନେ ଯଦୁପୁରର ମୁଖ୍ୟ ରାସ୍ତାରେ ବାଉଁଶ ବାନ୍ଧି ରାସ୍ତାରୋକ କରିଥିବା ଜଣାଯାଇଛି ।

Get real time updates directly on you device, subscribe now.