fbpx
BJD SKY
BJD SKY

ପରିକ୍ରମା ପ୍ରକଳ୍ପ; ୧୨ ତାରିଖରୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା

BJD

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥି ପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟ ଲାଗି ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ପ୍ରାୟ ସରି ସରି ଆସିଲାଣି। ତେବେ ୧୨ ତାରିଖରୁ ଆରମ୍ଭ ହୋଇଯିବ ଯଜ୍ଞ ପ୍ରକ୍ରିୟା । ଶ୍ରୀନଅରରେ ଗଜପତିଙ୍କ ଦ୍ୱାରା ଗୁଆଟେକା ହେବ । ଗୁଆଟେକା ପରେ ଚାଲିବ ଯଜ୍ଞ ପ୍ରକ୍ରିୟା । ତିନି ଦିନ ଧରି ଚାଲିବ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ୧୭ ତାରିଖରେ ଯୋଗଦେବେ ଦେଶର ଷାଠିଏ ଟି ମନ୍ଦିରର କର୍ମକର୍ତ୍ତା ।

Get real time updates directly on you device, subscribe now.