fbpx

ଫ୍ଲାଇଟରେ ଯାତ୍ରୀଙ୍କ ସାମ୍ନାରେ ହିଁ ଅଶ୍ଲୀଳ କାର୍ଯ୍ୟ କଲେ ଦମ୍ପତ୍ତି, ଯାହାର ଭିଡିଓ ଦେଖି ଲୋକେ…

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ହେଉ ବା ଫ୍ଲାଇଟରେ ଯିବା ସମୟରେ, କେହି ରୋମାନ୍ସ କରୁଥିବାର ଦେଖି ଲୋକଙ୍କ ପ୍ରତିକ୍ରିୟା କିପରି ରହିଥାଏ? ସେହିପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏକ ବିମାନ ଯାତ୍ରା ସମୟରେ ଜଣେ ଦମ୍ପତ୍ତି ସମ୍ବନ୍ଧ ରଖିବା ଆରମ୍ଭ କରିଥିଲେ । ଏହାକୁ ଦେଖି ବିମାନରେ ଉପସ୍ଥିତ ଥିବା ଲୋକଙ୍କର ହୋସ୍ ଉଡିଥିଲା । ଏପରି ଘଟଣା ଆଇରିସ ଏୟାରଲାଇନ୍ସ କମ୍ପାନୀ ରୟାନ ଏୟାରର ବିମାନରେ ଘଟିଯାଇଛି ।

ସୋସିଆଲ ମିଡିଆରେ ଘୂରିବୁଲୁଥିବା ଏହି ଭିଡିଓରେ ଜଣେ ପୁରୁଷ ଯାତ୍ରୀ ମଦ ପିଇବା ସହ ଜଣେ ମହିଳା ଯାତ୍ରୀଙ୍କ ସହିତ ଅଶ୍ଲୀଳ କାର୍ଯ୍ୟ କରିଥିଲେ । ଏପରି କାମରେ ମହିଳା ବି ସହଯୋଗ କରିଥିଲେ । ଏହି ଦମ୍ପତ୍ତି ଏଭଳି ଲଜ୍ଜାଜନକ କାର୍ଯ୍ୟକୁ ଅନ୍ୟ ସିଟରେ ବସିଥିବା ଜଣେ ଯାତ୍ରୀ ନିଜ ମୋବାଇଲ ଫୋନରେ ରେକର୍ଡ କରିଥିଲା । ଭିଡିଓରେ କିଛି ସମୟ ପରେ ମହିଳା ନିଜ କେଶକୁ ପଛକୁ ଆଣି ପୁଣି ଅଶ୍ଲୀଳ କାର୍ଯ୍ୟ କରିବାକୁ ଲାଗିଥିଲେ । ଭିଡିଓ ଭାଇରାଲ ପରେ ଅନେକ ଲୋକ ଅନେକ କମେଣ୍ଟ ଦେବା ସହିତ ସେମାନଙ୍କ ଫ୍ଲାଇଟରୁ ତୁରନ୍ତ ବାହାର କରିଦେବା ଉଚିତ୍ ବୋଲି କହିଛନ୍ତି ।

Get real time updates directly on you device, subscribe now.