କମିଲା ପେଟ୍ରୋଲ-ଡିଜେଲ ଦର ! ଜାଣନ୍ତୁ କେତେ ଅଛି ଆଜିର ରେଟ୍…
ଆଜି ନୂଆ ତେଲ ଦର ନିର୍ଦ୍ଧାରଣ କରିଛି ତୈଳ କମ୍ପାନୀ । ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଜାଣନ୍ତୁ କେତେ ଅଛି ଆଜିର ଦର...
ଭୁବନେଶ୍ବର: ଆଜି ନୂଆ ତେଲ ଦର ନିର୍ଦ୍ଧାରଣ କରିଛି ତୈଳ କମ୍ପାନୀ । ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଗୁରୁବାର ଭୁବନେଶ୍ବର ସମେତ ଅନ୍ୟ ସ୍ଥାନମାନଙ୍କରେ ପେଟ୍ରୋଲ ମୂଲ୍ୟ ଓ ଡିଜେଲ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୁରୁବାର ପେଟ୍ରୋଲ ଦର ଲିଟର ପ୍ରତି 100.98 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି 92.56 ଟଙ୍କା ରହିଛି ।
ମେ 28 ତାରିଖ ଅର୍ଥାତ ବୁଧବାର ଦିନ ଭୁବନେଶ୍ବରରେ ପେଟ୍ରୋଲ 100.11 ଟଙ୍କା ଓ ଡିଜେଲ 92.69 ଟଙ୍କା ଥିଲା । ଗତକାଲି ଅପେକ୍ଷା ଆଜି ତେଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।
ତେବେ ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଉ ସେହି ଅନୁଯାୟୀ ଦେଶ ତଥା ରାଜ୍ୟମାନଙ୍କରେ ତୈଳ ଦର ନିର୍ଦ୍ଧାରଣ କରାଯାଇଥାଏ ।