ରାଜ୍ୟର ଏହି ଜିଲ୍ଲାରେ ତୈଳ ଦର ୧୦୦ ଟପିଲା, ଜାଣନ୍ତୁ କେଉଁଠି
ମାଲକାନଗିରି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲ ଦର ୧୦୦କୁ ଛୁଇଁଛି । ଜିଲ୍ଲାର କାଲିମେଳାରେ ତୈଳ ଦର ସର୍ବାଧିକ ମୂଲ୍ୟ ୯୭.୧୪ ଟଙ୍କା ରହିଥିବା ଜଣାପଡ଼ିଛି ।
-
World 114,379,919
WorldConfirmed: 114,379,919Active: 21,911,249Recovered: 89,931,084Death: 2,537,586 -
USA 29,202,824
USAConfirmed: 29,202,824Active: 9,045,632Recovered: 19,632,523Death: 524,669 -
India 11,096,731
IndiaConfirmed: 11,096,731Active: 164,475Recovered: 10,775,169Death: 157,087 -
Brazil 10,517,232
BrazilConfirmed: 10,517,232Active: 876,529Recovered: 9,386,440Death: 254,263 -
Russia 4,234,720
RussiaConfirmed: 4,234,720Active: 349,571Recovered: 3,799,406Death: 85,743 -
UK 4,170,519
UKConfirmed: 4,170,519Active: 1,201,606Recovered: 2,846,208Death: 122,705 -
Italy 2,907,825
ItalyConfirmed: 2,907,825Active: 411,966Recovered: 2,398,352Death: 97,507 -
Turkey 2,693,164
TurkeyConfirmed: 2,693,164Active: 98,938Recovered: 2,565,723Death: 28,503 -
Germany 2,444,177
GermanyConfirmed: 2,444,177Active: 130,388Recovered: 2,243,200Death: 70,589 -
Pakistan 579,973
PakistanConfirmed: 579,973Active: 21,836Recovered: 545,277Death: 12,860 -
China 89,893
ChinaConfirmed: 89,893Active: 218Recovered: 85,039Death: 4,636
ମାଲକାନଗିରି, ୨୩ା୨ (ଓଡିଶା ଭାସ୍କର): କ୍ରମାଗତ ୧୨ ଦିନ ଧରି ତୈଳ ଦର ବୃଦ୍ଧି ଘଟିବା ପରେ ଦୁଇ ଦିନ ପାଇଁ ଦର ଅପରିବର୍ତ୍ତିତ ରହିଥିଲା ।
ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ଦେଖାଯାଇଛି ।
ମାଲକାନଗିରି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲ ଦର ୧୦୦କୁ ଛୁଇଁଛି । ଜିଲ୍ଲାର କାଲିମେଳାରେ ତୈଳ ଦର ସର୍ବାଧିକ ମୂଲ୍ୟ ୯୭.୧୪ ଟଙ୍କା ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦଳ ୯୬ ଟଙ୍କାରୁ ଅଧିକ ରହିଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ସ୍ପିଡ୍ ପେଟ୍ରୋଲ ୧୦୦ ଟପିଛି ।
ଯୋଡ଼ାରେ ପେଟ୍ରୋଲ ଲିଟର ୯୩ ଟଙ୍କା ଓ ଡିଜେଲ ଲିଟର ୯୦ ଟଙ୍କାରୁ ଅଧିକ ରହିଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୪୩ ପଇସା ବୃଦ୍ଧି ପାଇଛି ।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧.୬୪ ଟଙ୍କା ଓ ଡିଜେଲ ଲିଟର ୮୮.୬୬ ଟଙ୍କା ରହିଛି ।
ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି ।
ଦିଲ୍ଲୀରେ ୧୫ ଦିନ ମଧ୍ୟରେ ତୈଳ ଦର ୩ ଟଙ୍କା ୯୮ ପଇସା ବଢ଼ିଥିବା ଜଣାପଡ଼ିଛି ।