fbpx
BSKY SKY
BSKY SKY

ପୁଣି ଭାଇରାଲ ହେଲା ରତ୍ନସିଂହାସନରେ ଶ୍ରୀଜଗନାଥଙ୍କ ଫଟୋ ଏବଂ ଭିଡିଓ

BSKY

ଭୁବନେଶ୍ୱର: ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀଜଗନାଥଙ୍କ ଫଟୋ । କେବଳ ଫଟୋ ନୁୁହେଁ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଉବୟ ଫଟୋ ଏବଂ ଭିଡିଓ ପୋଷ୍ଟ ହୋଇଛି । ଆକାଶ ଚୌଧୂରୀ ନାମକ ଜଣେ ବ୍ୟକ୍ତି ପେସ୍‌ବୁକ୍‌ରେ ଏହି ପୋଷ୍ଟ କରିଥିବା ସୂଚନା ମିଳିଛି । ତେବେ ଏତେ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ଏବଂ ଫଟୋ ଉଠିଲା, ସେ ନେଇ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.