Ahmedabad Plane Crash: ଦୁର୍ଘଟଣା ସମ୍ପର୍କରେ ଆଗୁଆ ଜାଣିଥିଲେ ପାଇଲଟ୍, କରିଥିଲେ Mayday Call

ଗାନ୍ଧିନଗର: ଗୁଜୁରାଟ ସର୍ଦ୍ଦାର ବହ୍ଲବଭାଇ ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ ଜାଣିପାରିଥିଲେ ।

କାରଣ ଦୁର୍ଘଟଣାର ମାତ୍ର କିଛି ସମୟ ପୂର୍ବରୁ ବିମାନର ପାଇଲଟ୍ Mayday Call କରିଥିବା ଜଣାପଡ଼ିଛି ।

ଆସନ୍ନବିପଦ ଜାଣିପାରି ପାଇଲଟ ଏହି କଲ୍ କରିଥିଲେ । Mayday Call ସ୍ପଷ୍ଟ କଲା ଡିଜିସିଏ ।

ଏୟାର ଇଣ୍ଡିଆ ବିମାନ ୧୭୧ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା । ଟେକଅଫ ବେଳେ ଏ ଦୁର୍ଘଟଣା ଘଟିଥିବା ସୂଚନା ।