fbpx

ବାରବାଟୀରେ ହେବ ପିଙ୍କ ବଲ୍ ଟେଷ୍ଟ!

କଟକ,୧୨ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ । ଦିବାରାତ୍ର ଟେଷ୍ଟ ମ୍ୟାଚ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଲା ଓସିଏ ।

ତେବେ ୨୦୨୧ରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ୫ଟି ଟେଷ୍ଟ ସିରିଜ୍ । ଏହି ଟେଷ୍ଟ ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚ୍ ବାରବାଟୀରେ ହେବା ନେଇ ଆଶା ରହିଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Get real time updates directly on you device, subscribe now.