fbpx
BSKY
BJD MC SKY
BJD YOUTH SKY

ବିମାନ ଦୁର୍ଘଟଣାଗ୍ରସ୍ତ: ୬ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: କାନାଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଖବର ସାମ୍ନାକୁ ଆସିଛି । ତେବେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣାକୁ ନେଇ ଉତ୍ତର-ପଶ୍ଚିମ ଅଞ୍ଚଳର ମୁଖ୍ୟ ପ୍ରିମିୟର ଆର.ଜେ. ସିମ୍ପସନ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରି ଏକ ବୟାନ ଜାରି କରିଛନ୍ତି । ସେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏହି ଦୁର୍ଘଟଣା ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି ଏବଂ ମୃତକଙ୍କ ପରିବାର, ସାଙ୍ଗ ଏବଂ ପ୍ରିୟଜନଙ୍କ ପ୍ରତି ନିଜର ଗଭୀର ସମ୍ବେଦନା ବ୍ୟକ୍ତ କରୁଛି ।

Get real time updates directly on you device, subscribe now.