• Likes
  • Followers
  • Subscribers
  • Followers
  • Android App
  • Thursday, September 4, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଖବର
  • ଖବର
  • ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

୩୦ ଲକ୍ଷ ଖାତାକୁ ପଠାଯିବ ୩୨୦୦ କୋଟି ଟଙ୍କା।

By Subhasmita Das On Aug 11, 2025 at 9:36 AM
Share

ନୂଆଦିଲ୍ଲୀ: ଆଜି ଆସିବ ଚାଷୀଙ୍କ ଖାତାକୁ ଟଙ୍କା। ଟଙ୍କା ପଠାଇବେ ସରକାର। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୋମବାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ୩୦ ଲକ୍ଷ ଚାଷୀଙ୍କୁ ୩୨୦୦ କୋଟି ଟଙ୍କାର ଫସଲ ବୀମା ଦାବି ରାଶି ହସ୍ତାନ୍ତର କରିବେ।

ରାଜସ୍ଥାନର ଝୁନଝୁନୁରେ ଆୋଜିତ ଏକ କାର୍ଯ୍ୟକ୍ରମ ସମୟରେ PMFBY ଦାବି ରାଶି ହସ୍ତାନ୍ତର କରାଯିବ। ଶିବରାଜ ସିଂହ ,ଚୌହାନଙ୍କ ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧାରି ଏବଂ ରାଜ୍ୟ କୃଷି ମନ୍ତ୍ରୀ କିରୋରି ଲାଲ ମୀନା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ମଧ୍ୟପ୍ରଦେଶ ଚାଷୀଙ୍କୁ ଅଧିକ ଟଙ୍କା: ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମୋଟ PMFBY ଟଙ୍କାରୁ ମଧ୍ୟପ୍ରଦେଶର ଚାଷୀମାନଙ୍କୁ ୧୧୫୬ କୋଟି ଟଙ୍କା, ରାଜସ୍ଥାନର ଚାଷୀମାନଙ୍କୁ ୧୧୨୧ କୋଟି ଟଙ୍କା, ଛତିଶଗଡ଼ର ଚାଷୀମାନଙ୍କୁ ୧୫୦ କୋଟି ଟଙ୍କା ଏବଂ ଅନ୍ୟ ରାଜ୍ୟର ଚାଷୀମାନଙ୍କୁ ୭୭୩ କୋଟି ଟଙ୍କା ପଠାଯିବ।

ଆହୁରି ପଢନ୍ତୁ

GST Council: କାର୍-ବାଇକ୍ ହେଲା ମହଙ୍ଗା,…

ଶୁଳ୍କ ଉପରେ ଭାଙ୍ଗିଯିବ ଟ୍ରମ୍ପଙ୍କ ସ୍ୱପ୍ନ,…

କେବେ ଆରମ୍ଭ ହୋଇଥିଲା PMFBY ଯୋଜନା: ଯଦି ଦେଖିବା ୨୦୧୬ରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଆରମ୍ଭ ହୋଇଥିଲା।

ଆଉ ସେବେଠାରୁ ଏହା ଅଧୀନରେ ୧.୮୩ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି। ଯେତେବେଳେ ଚାଷୀମାନେ କେବଳ ୩୫,୮୬୪ କୋଟି ଟଙ୍କାର ପ୍ରିମିୟମ୍ ଦେଇଛନ୍ତି।

Share

Prev Post

ଏହି ୪ ରାଶିର ପୁରୁଷଙ୍କ ପାଖ ଛାଡ଼ିବେନି ସୁନ୍ଦରୀ ଝିଅ, ମିଳିବ ବହୁତ ସୁନ୍ଦର ଏବଂ ବୁଦ୍ଧିମାନ ସ୍ତ୍ରୀ

Next Post

ଥାଇରଏଡ୍ ରୋଗୀଙ୍କ ପାଇଁ ଜରୁରୀ ଏହି ଭିଟାମିନ୍, ରୋଗକୁ ଦବାଇବାରେ କରିବ ସାହାଯ୍ୟ

You might also like More from author
ଖବର

GST Council: କାର୍-ବାଇକ୍ ହେଲା ମହଙ୍ଗା, ଡ୍ରେସ୍-ଜୋତା ସବୁ ହେଲା ଶସ୍ତା, ଜାଣନ୍ତୁ GST କାଉନସିଲ୍…

ଖବର

ଶୁଳ୍କ ଉପରେ ଭାଙ୍ଗିଯିବ ଟ୍ରମ୍ପଙ୍କ ସ୍ୱପ୍ନ, ଆମେରିକାକୁ ବଡ଼ ଜବାବ ଦେଲା ଭାରତ

Top Stories

କମିଲା GST ହାର, ଜିଏସଟି ନେଇ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି

Astrology

Yamaganda Kaal: ଦିନର ଏହି ସମୟ ହୋଇଥାଏ ଯମରାଜଙ୍କ ସମୟ; ଭୁଲରେ କରନ୍ତୁ ନାହିଁ ଏହି 5 କାମ

Top Stories

ଜେଜେମା’ଙ୍କ ସ୍ୱାଗ ଏକଦମ୍ ଜବରଦସ୍ତ, ପଛରେ ପଡ଼ିବେ ବଡ଼ ବଡ଼ ମହାରଥି, ଭିଡିଓ ଭାଇରାଲ

Top Stories

୨୭ ବର୍ଷର ଝିଅ, ଯାହାଙ୍କ ଆଗରେ ୫ ଥର ହାର ମାନିଛନ୍ତି ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାର

Prev Next
Odisha Bhaskar

Recent Posts

GST Council: କାର୍-ବାଇକ୍ ହେଲା ମହଙ୍ଗା,…

ଶୁଳ୍କ ଉପରେ ଭାଙ୍ଗିଯିବ ଟ୍ରମ୍ପଙ୍କ ସ୍ୱପ୍ନ,…

କମିଲା GST ହାର, ଜିଏସଟି ନେଇ ମୋଦୀ ସରକାରଙ୍କ…

Yamaganda Kaal: ଦିନର ଏହି ସମୟ ହୋଇଥାଏ…

ଜେଜେମା’ଙ୍କ ସ୍ୱାଗ ଏକଦମ୍ ଜବରଦସ୍ତ, ପଛରେ…

୨୭ ବର୍ଷର ଝିଅ, ଯାହାଙ୍କ ଆଗରେ ୫ ଥର ହାର…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

GST Council: କାର୍-ବାଇକ୍ ହେଲା ମହଙ୍ଗା,…

ଶୁଳ୍କ ଉପରେ ଭାଙ୍ଗିଯିବ ଟ୍ରମ୍ପଙ୍କ ସ୍ୱପ୍ନ,…

କମିଲା GST ହାର, ଜିଏସଟି ନେଇ ମୋଦୀ ସରକାରଙ୍କ…

Yamaganda Kaal: ଦିନର ଏହି ସମୟ ହୋଇଥାଏ…

Prev Next 1 of 15,628
© 2025 - TK Digital All Rights Reserved.