fbpx

ବଡ଼ଦିନ ପାଇଁ କନ୍ଧମାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା

ବାଲିଗୁଡ଼ା, ୨୫ା୧୨(ଓଡ଼ିଶା ଭାସ୍କର): କନ୍ଧମାଳରେ ବଡ଼ ଦିନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ୩୪ପ୍ଲାଟୁନ ଫୋର୍ସ ସେଠାରେ ମୁତୟନ ହୋଇଛନ୍ତି । ଏହାସହ ୩୦ ଅଫିସର ମଧ୍ୟ ସେଠାରେ ନିଯୁକ୍ତ ହୋଇଛନ୍ତି । ୬ଟି ସ୍ଥାନରେ ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ ମଧ୍ୟ କରାଯାଇଛି । ସିଆରପିଏଫ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର ଭାବେ ସେଠାରେ କରାଯାଉଛି । ନକ୍ସଲ ପ୍ରବଣ ସ୍ଥାନ ଓ ଚର୍ଚ୍ଚଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.