fbpx
BJD
BJD SKY
BJD SKY

କୁସୁପୁର ହତ୍ୟାକାଣ୍ଡରେ ପୋଲିସକୁ ସଫଳତା: ଅଭିଯୁକ୍ତ ଶିବ ସାହୁକୁ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଅନୁମତି

BJD

କଟକ: କଟକ ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗଣହତ୍ୟା ଘଟଣାରେ ପୋଲିସର ବଡ ପଦକ୍ଷେପ । ଅଭିଯୁକ୍ତ ଶିବ ସାହୁକୁ ଆସନ୍ତାକାଲିଠୁ ରିମାଣ୍ଡରେ ନେବ ପୋଲିସ । କାଲିଠୁ ୩ ଦିନ ପର୍ଯ୍ୟନ୍ତ ପୋଲିସର ରିମାଣ୍ଡରେ ରହିବ ଶିବ । ଏ ନେଇ ଅନୁମତି ଦେଇଛନ୍ତି ସାଲେପୁର ଜେଏମଏଫସି । ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହାକୁ ୩ ଦିନ ପାଇଁ ଅନୁମତି ଦେଇଛନ୍ତି ।

ଗଣହତ୍ୟା ଘଟଣାରେ ଅଭିଯୁକ୍ତ ଶିବ ସାହୁକୁ ରିମାଣ୍ଡରେ ନେବ ପୋଲିସ । ୫ ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିବା ବେଳେ ସାଲେପୁର ଜେଏମଏଫସି କୋର୍ଟ ଏହାକୁ ୩ ଦିନ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତାକାଲିଠୁ ପୋଲିସ ଶିବକୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ । ରିମାଣ୍ଡରେ ହତ୍ୟା ଘଟଣାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଚେଷ୍ଟା କରିବ ପୋଲିସ ।

Get real time updates directly on you device, subscribe now.