fbpx

VL-SRSAM ମିଜାଇଲର ବ୍ୟବହାରିକ ପରୀକ୍ଷଣ; ଆକାଶ ମାର୍ଗରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର ରଖିଛି କ୍ଷମତା

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଚାନ୍ଦିପୁର ଆଇଟିଆର୍‌ରୁ VL-SRSAM ମିଜାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ୩ନଂ ଲଞ୍ଚ ପ୍ୟାଡ୍‌ରୁ ଅପରାହ୍ନ ୩ଟା ୨୦ ମିନିଟରେ ପରୀକ୍ଷଣ କରାଯାଇଛି ।

ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ VL-SRSAMର ଭର୍ଟିକାଲ ଲଞ୍ଚିଂ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAM । ଆକାଶ ମାର୍ଗରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର ରଖିଛି କ୍ଷମତା ।

Get real time updates directly on you device, subscribe now.