fbpx

ହାଇକୋର୍ଟରୁ ପ୍ରମୋଦଙ୍କୁ ମିଳିଲା ଜାମିନ

କେନ୍ଦ୍ରାପଡ଼ା, ୧୧ା୧୨(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା କୋଅପରେଟିଭ ସୋସାଇଟି ବିବାଦ ହୋଇଥିବା ମାମଲା ହୋଇଥିଲା । ସେହି ମାମଲାରେ ଆଜି ବ୍ୟାଙ୍କର ପୂର୍ବତ୍ତନ ସଭାପତି ପ୍ରମୋଦ ସାହୁଙ୍କୁ ଜାମିନ ମିଳିଛି । ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ନିମ୍ନ ଅଦାଲତ ସର୍ତ୍ତଗୁଡ଼ିକ ନିର୍ଦ୍ଧାରଣ କରିବେ ବୋଲି ଜଣାପଡ଼ିଛି । ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସେ ଗିରଫ ହୋଇଥିଲେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.