fbpx

କମାଲ୍ କଲେ ଓଡ଼ିଆ ପୁଅ: ପ୍ରଥମ ସେଟ୍ ଜିତିଲେ ପ୍ରମୋଦ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ କମାଲ କରୁଛନ୍ତି ଓଡ଼ିଆ ପୁଅ । ପ୍ରଥମ ସେଟ୍ ଜିତିଛନ୍ତି ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ରେ ପ୍ରଥମ ସେଟ୍ ଜିତିଛନ୍ତି । ବ୍ରିଟେନ୍ ପ୍ରତିିଯୋଗୀଙ୍କ ବିପକ୍ଷରେ ପ୍ରଥମ ସେଟ୍ ୨୧-୧୪ ରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.