fbpx

ଏଣିକି ରବିବାରରେ ବି ଜଗାଦର୍ଶନ: ହଟିଲା କଟକଣା

ପୁରୀ(ଓଡ଼ିଶା ଭାସ୍କର): କରୋନା ପାଇଁ ଶ୍ରୀମନ୍ଦିରରେ ଲାଗିଥିବା କଟକଣାକୁ ହଟାଯାଇଛି । ମାର୍ଚ୍ଚ ୨୦ରୁ ଏଣିକି ରବିବାର ବି ଶ୍ରୀମନ୍ଦିର ଖୋଲା ରହିବ । ସବୁଦିନ ଭଳି ରବିବାର ଦିନ ବି ସାଧାରଣ ଭକ୍ତ ଦର୍ଶନ କରିପାରିବେ । ଦର୍ଶନ ସମୟ ନେଇ ଲାଗିଥିବା କଟକଣା ବି ହଟାଇ ଦିଆଯାଇଛି । ଏଣିକି ଦ୍ୱାରଫିଟା ଠାରୁ ପହଡ଼ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

Get real time updates directly on you device, subscribe now.