Breaking: ବଦଳିଲା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ସମୟ, ଜୁନରୁ ନୂଆ ସମୟରେ ଗଡ଼ିବ

ଭୁବନେଶ୍ୱର: ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସେବାରେ ସଂଶୋଧନ କରାଯାଇଛି । ମଙ୍ଗଳବାର ବ୍ୟତୀତ ସବୁଦିନ ଚାଲିବ ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ।

ପୂର୍ବରୁ ଶନିବାର ବ୍ୟତିତ ସୁବଦିନ ଚଳାଚଳ କରୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଆସନ୍ତା ଜୁନ୍ ୩ରୁ ଏହି ନିର୍ଦ୍ଧାରିତ ସମୟରେ ହିଁ ଏକ୍ସପ୍ରେସ ଯାତାୟାତ କରିବ ।

ଜୁନ୍ ୭ ଠାରୁ ଶନିବାରରେ ମଧ୍ୟ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିବ ।